ସୁନା ବ୍ୟବସାୟୀଙ୍କୁ ଆକ୍ରମଣ କରି ସୁନା ଲୁଟ
କଟକ : ସୁନା ବ୍ୟବସାୟୀଙ୍କୁ ଆକ୍ରମଣ କରି ସୁନା ଲୁଟ । କଟକ ଗଣେଶ ଘାଟରେ ସୁନା ବ୍ୟବସୟୀଙ୍କ ଉପରେ ଆକ୍ରମଣ ହୋଇଛି। ଦୁର୍ବୃତ୍ତମାନେ ଲୁହାରଡ଼ରେ ବ୍ୟବସାୟୀଙ୍କ ବାମ ଗୋଡ଼କୁ ଶକ୍ତ ଆଘାତ ଦେଇ ତାଙ୍କ ହାତରେ ଥିବା ସୁନା ଅଳଙ୍କାର ବ୍ୟାଗକୁ ଛଡାଇ ନେଇଥିବା ଜଣାପଡିଛି। ସେ ରକ୍ତ ଜୁଡୁବୁଡୁ ହୋଇ ରାସ୍ତାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଓ ପୋଲିସ ତାଙ୍କୁ ଚିକିତ୍ସା ପାଇଁ ସିଡିଏର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସୁନା […] The post ସୁନା ବ୍ୟବସାୟୀଙ୍କୁ ଆକ୍ରମଣ କରି ସୁନା ଲୁଟ appeared first on KNews Odisha.

କଟକ : ସୁନା ବ୍ୟବସାୟୀଙ୍କୁ ଆକ୍ରମଣ କରି ସୁନା ଲୁଟ । କଟକ ଗଣେଶ ଘାଟରେ ସୁନା ବ୍ୟବସୟୀଙ୍କ ଉପରେ ଆକ୍ରମଣ ହୋଇଛି। ଦୁର୍ବୃତ୍ତମାନେ ଲୁହାରଡ଼ରେ ବ୍ୟବସାୟୀଙ୍କ ବାମ ଗୋଡ଼କୁ ଶକ୍ତ ଆଘାତ ଦେଇ ତାଙ୍କ ହାତରେ ଥିବା ସୁନା ଅଳଙ୍କାର ବ୍ୟାଗକୁ ଛଡାଇ ନେଇଥିବା ଜଣାପଡିଛି। ସେ ରକ୍ତ ଜୁଡୁବୁଡୁ ହୋଇ ରାସ୍ତାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଓ ପୋଲିସ ତାଙ୍କୁ ଚିକିତ୍ସା ପାଇଁ ସିଡିଏର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସୁନା ବ୍ୟବସାୟୀ ଜଣକ ଯାଜପୁର ଅଞ୍ଚଳ ବୋଲି ଜଣାପଡିଛି। ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
The post ସୁନା ବ୍ୟବସାୟୀଙ୍କୁ ଆକ୍ରମଣ କରି ସୁନା ଲୁଟ appeared first on KNews Odisha.