ସୁନ୍ଦରକାଣ୍ଡ ପାଠ କଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୧୬।୧: ଆମ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଙ୍ଗଳବାର ରୋହିଣୀ ଅଞ୍ଚଳରେ ସୁନ୍ଦରକାଣ୍ଡ ପାଠ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ତାଙ୍କ ପତ୍ନୀ ସୁନୀତା କେଜ୍ରିଓ୍ବାଲ ମଧ୍ୟ ରୋହିଣୀ ସେକ୍ଟର ୧୧ର ପ୍ରାଚୀନ ଶ୍ରୀ ବାଲାଜୀ ମନ୍ଦିରରେ ସୁନ୍ଦରକାଣ୍ଡ ପାଠରେ ଉପସ୍ଥିତ ଥିଲେ। ଏହାପୂର୍ବରୁ ସୋମବାର ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ସୋସିଆଲ ମିଡିଆ ସାଇଟରେ କହିଥିଲେ ଯେ, ସମସ୍ତଙ୍କ ସୁଖ, ଶାନ୍ତି ଏବଂ ପ୍ରଗତି ପାଇଁ ଏଏପି ମଙ୍ଗଳବାର ଦିଲ୍ଲୀର ଅନେକ […] The post ସୁନ୍ଦରକାଣ୍ଡ ପାଠ କଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ appeared first on Dharitri Odia News.
ନୂଆଦିଲ୍ଲୀ,୧୬।୧: ଆମ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଙ୍ଗଳବାର ରୋହିଣୀ ଅଞ୍ଚଳରେ ସୁନ୍ଦରକାଣ୍ଡ ପାଠ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ତାଙ୍କ ପତ୍ନୀ ସୁନୀତା କେଜ୍ରିଓ୍ବାଲ ମଧ୍ୟ ରୋହିଣୀ ସେକ୍ଟର ୧୧ର ପ୍ରାଚୀନ ଶ୍ରୀ ବାଲାଜୀ ମନ୍ଦିରରେ ସୁନ୍ଦରକାଣ୍ଡ ପାଠରେ ଉପସ୍ଥିତ ଥିଲେ। ଏହାପୂର୍ବରୁ ସୋମବାର ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ସୋସିଆଲ ମିଡିଆ ସାଇଟରେ କହିଥିଲେ ଯେ, ସମସ୍ତଙ୍କ ସୁଖ, ଶାନ୍ତି ଏବଂ ପ୍ରଗତି ପାଇଁ ଏଏପି ମଙ୍ଗଳବାର ଦିଲ୍ଲୀର ଅନେକ ସ୍ଥାନରେ ସୁନ୍ଦରକାଣ୍ଡ ପାଠ କରିବାର ଆୟୋଜନ କରୁଛି । ଏହା ସହିତ ସେ ଲୋକମାନଙ୍କୁ ସେମାନଙ୍କର ସୁବିଧା ଅନୁଯାୟୀ ସୁନ୍ଦରକାଣ୍ଡ ପାଠରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରିଥିଲେ।
The post ସୁନ୍ଦରକାଣ୍ଡ ପାଠ କଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ appeared first on Dharitri Odia News.