ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର, ଟଳିପଡ଼ିଲେ ୬ ମାଓବାଦୀ
ହାଇଦ୍ରାବାଦ,୫ା୯: ତେଲେଙ୍ଗାନାରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରେ ୬ ମାଓବାଦୀ ନିହତ ହୋଇଛନ୍ତି। କୋଥଗୁଡେମ ଜିଲା ନୀଳାଦ୍ରିପେଟ ଜଙ୍ଗଲରେ ସୁରକ୍ଷାକର୍ମୀମାନେ ଏନ୍କାଉଣ୍ଟର କରିଥିଲେ। ମାଓବାଦୀମାନେ ମଧ୍ୟ ପାଲଟା ଗୁଳିଚାଳନା କରିଥିଲେ। ଫଳରେ ୨ ସୁରକ୍ଷାକର୍ମୀ ଗୁରୁତର ହୋଇଛନ୍ତି। ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେଶନ ଜାରି ରହିଛନ୍ତି। The post ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର, ଟଳିପଡ଼ିଲେ ୬ ମାଓବାଦୀ appeared first on Dharitri Odia News.
ହାଇଦ୍ରାବାଦ,୫ା୯: ତେଲେଙ୍ଗାନାରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରେ ୬ ମାଓବାଦୀ ନିହତ ହୋଇଛନ୍ତି। କୋଥଗୁଡେମ ଜିଲା ନୀଳାଦ୍ରିପେଟ ଜଙ୍ଗଲରେ ସୁରକ୍ଷାକର୍ମୀମାନେ ଏନ୍କାଉଣ୍ଟର କରିଥିଲେ। ମାଓବାଦୀମାନେ ମଧ୍ୟ ପାଲଟା ଗୁଳିଚାଳନା କରିଥିଲେ। ଫଳରେ ୨ ସୁରକ୍ଷାକର୍ମୀ ଗୁରୁତର ହୋଇଛନ୍ତି। ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେଶନ ଜାରି ରହିଛନ୍ତି।
The post ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର, ଟଳିପଡ଼ିଲେ ୬ ମାଓବାଦୀ appeared first on Dharitri Odia News.