ସୁରମା ପାଢ଼ୀ ନିର୍ଦ୍ବନ୍ଦ୍ବରେ ବାଚସ୍ପତି ନିର୍ବାଚିତ
ସୁରମା ପାଢ଼ୀ ହେଲେ ବିଧାନସଭାର ନୂଆ ବାଚସ୍ପତି। ସବୁ ଦଳର ସମର୍ଥନରେ ବସିଲେ ବାଚସ୍ପତି ଆସନରେ। ବିରୋଧୀ ବିଜେଡି, କଂଗ୍ରେସ୍ ଓ ସିପିଏମ୍ ସୁରମାଙ୍କୁ ଶୁଭେଚ୍ଛା ଜଣାଇବା ସହ ବିନା ପାତରଅନ୍ତରରେ ସେ ଗୃହ କାର୍ଯ୍ୟ ପରିଚାଳନା କରିବେ ବୋଲି ଆଶା ରଖିଛନ୍ତି।