ସ୍କୁଟିରେ ଯାଉଥିବା ବେଳେ ମହିଳାଙ୍କଠାରୁ ଝାମ୍ପିନେଲେ ସୁନା ଚେନ୍ । ଅଳ୍ପକେ ବଞ୍ଚିଲା ମହିଳାଙ୍କ ଜୀବନ ।
କନକ ବ୍ୟୁରୋ: ସମ୍ବଲପୁର ସହରରେ ରାସ୍ତା ମଝିରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ସ୍କୁଟିରେ ଆସୁଥିବା ଜଣେ ମହିଳାଙ୍କୁ ପିଛା କରି ତାଙ୍କ ବେକରୁ ସୁନା ଚେନ୍ ଓ ହାର ଲୁଟିନେଇଛନ୍ତି ଦୁଇ ଯୁବକ । ମୁଦିପଡା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ମହିଳା ଜଣକ ହେଉଛନ୍ତି ନିରୂପମା ପଣ୍ଡା । ସେ ଏକ ବ୍ରତଘରରେ ଯୋଗ ଦେଇ ଫେରୁଥିବାବେଳେ ଏଭଳି ଅଘଟଣ ଘଟିଛି । The post ସ୍କୁଟିରେ ଯାଉଥିବା ବେଳେ ମହିଳାଙ୍କଠାରୁ ଝାମ୍ପିନେଲେ ସୁନା ଚେନ୍ । ଅଳ୍ପକେ ବଞ୍ଚିଲା ମହିଳାଙ୍କ ଜୀବନ । first appeared on Kanak News.

କନକ ବ୍ୟୁରୋ: ସମ୍ବଲପୁର ସହରରେ ରାସ୍ତା ମଝିରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ସ୍କୁଟିରେ ଆସୁଥିବା ଜଣେ ମହିଳାଙ୍କୁ ପିଛା କରି ତାଙ୍କ ବେକରୁ ସୁନା ଚେନ୍ ଓ ହାର ଲୁଟିନେଇଛନ୍ତି ଦୁଇ ଯୁବକ । ମୁଦିପଡା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ମହିଳା ଜଣକ ହେଉଛନ୍ତି ନିରୂପମା ପଣ୍ଡା । ସେ ଏକ ବ୍ରତଘରରେ ଯୋଗ ଦେଇ ଫେରୁଥିବାବେଳେ ଏଭଳି ଅଘଟଣ ଘଟିଛି ।
The post ସ୍କୁଟିରେ ଯାଉଥିବା ବେଳେ ମହିଳାଙ୍କଠାରୁ ଝାମ୍ପିନେଲେ ସୁନା ଚେନ୍ । ଅଳ୍ପକେ ବଞ୍ଚିଲା ମହିଳାଙ୍କ ଜୀବନ । first appeared on Kanak News.