ସ୍ତ୍ରୀକୁ ମାରି ଜେଲରେ ଥିଲେ, ହାଜତରୁ ଫେରିବା ପରେ ମାରିଦେଲା ପୁଅ
ନନ୍ଦିଘୋଷ ବ୍ୟୁରୋ: ବାପାକୁ ହତ୍ଯା କଲା ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ବ୍ରାହ୍ମଣୀତରଙ୍ଗ ଥାନା ଅଂଚଳରେ।... The post ସ୍ତ୍ରୀକୁ ମାରି ଜେଲରେ ଥିଲେ, ହାଜତରୁ ଫେରିବା ପରେ ମାରିଦେଲା ପୁଅ appeared first on .
ନନ୍ଦିଘୋଷ ବ୍ୟୁରୋ: ବାପାକୁ ହତ୍ଯା କଲା ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ବ୍ରାହ୍ମଣୀତରଙ୍ଗ ଥାନା ଅଂଚଳରେ। ଭାଲୁପତ୍ରା ଗାଁରେ ବାପାକୁ ହତ୍ୟା କଲା ପୁଅ। ଅଭିଯୁକ୍ତ ହତ୍ୟାକାରୀ ପୁଅ ୨୨ ଵର୍ଷୀୟ ବିଷ୍ଣୁ ଵର୍ମାକୁ ଗିରଫ କରିଛି ପୋଲିସ। ମୃତକ ବାପା ୫୫ ବର୍ଷୀୟ କାନ୍ତି କୁମାର ଵର୍ମା ପତ୍ନୀକୁ ହତ୍ୟା କରିଥିବା ଅଭିଯୋଗରେ ଜେଲରେ ଥିଲେ। ୨୦୨୪ ଡ଼ିସେମ୍ବରରେ ଜେଲ ହାଜତରୁ ଫେରି ପୁଅ ସହିତ ଗଣ୍ଡଗୋଳ କରୁଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତ ହତ୍ୟାକାରୀ ପୁଅକୁ ବ୍ରାହ୍ମଣୀ ତରଙ୍ଗ ଥାନାରେ ଅଟକ ରଖି ପଚରାଉଚରା କରୁଛି।
The post ସ୍ତ୍ରୀକୁ ମାରି ଜେଲରେ ଥିଲେ, ହାଜତରୁ ଫେରିବା ପରେ ମାରିଦେଲା ପୁଅ appeared first on .