ସ୍ଥଗିତ ହେଲା ସ୍ବତନ୍ତ୍ର OTET ପରୀକ୍ଷା
ଭୁବନେଶ୍ୱର,୨୦ା୭: ଆଜି ଅର୍ଥାତ୍ ରବିବାର ହେବାକୁ ସ୍ବତନ୍ତ୍ର OTET-୨୦୨୫ ପରୀକ୍ଷା ସ୍ଥଗିତ ରହିଛି। ପେପର୍-୧ ଓ ପେପର୍-୨ ପରୀକ୍ଷା ସ୍ଥଗିତ ରହିଛି। ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ପରୀକ୍ଷା ପାଇଁ ବୋର୍ଡ ନୂଆ ତାରିଖ ଘୋଷଣା କରିବ। The post ସ୍ଥଗିତ ହେଲା ସ୍ବତନ୍ତ୍ର OTET ପରୀକ୍ଷା appeared first on Dharitri Odia News.
ଭୁବନେଶ୍ୱର,୨୦ା୭: ଆଜି ଅର୍ଥାତ୍ ରବିବାର ହେବାକୁ ସ୍ବତନ୍ତ୍ର OTET-୨୦୨୫ ପରୀକ୍ଷା ସ୍ଥଗିତ ରହିଛି। ପେପର୍-୧ ଓ ପେପର୍-୨ ପରୀକ୍ଷା ସ୍ଥଗିତ ରହିଛି। ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ପରୀକ୍ଷା ପାଇଁ ବୋର୍ଡ ନୂଆ ତାରିଖ ଘୋଷଣା କରିବ।
The post ସ୍ଥଗିତ ହେଲା ସ୍ବତନ୍ତ୍ର OTET ପରୀକ୍ଷା appeared first on Dharitri Odia News.