ସ୍ମୃତି ଇରାନୀଙ୍କୁ ପାଣ୍ଡିଆନଙ୍କ କଡ଼ା ଜବାବ, କହିଲେ ସାହସ ଅଛି…
ଭୁବନେଶ୍ୱର,୨୬।୫: ଏକ ସାଧାରଣ ସଭାରେ ଯୋଗ ଦେଇ ସ୍ମୃତି ଇରାନୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ଶନିବାର ସ୍ମୃତି ଓଡ଼ିଶା ଆସି ସରକାରଙ୍କୁ ନିନ୍ଦା କରିବା ଦୋଷ ଗଣାଇଥିଲେ। ଯାହାକୁ ସମାଲୋଚନା କରିଛନ୍ତି ପାଣ୍ଡିଆନ। ସେ କହିଛନ୍ତି, ଇରାନୀ କେବଳ ରାଜନୈତିକ କଥା କହୁଛନ୍ତି। ଦରଦାମ, ରୋଜଗାର ଉପରେ କହିବାର ସାହାସ ନାହିଁ। ଏଲପିଜି, ଡାଲି ରେଟ୍ କଥା ମଧ୍ୟ ଆଲୋଚନା କରୁ ନାହାନ୍ତି। ନିଜ ବିଫଳତାକୁ ଲୁଚାଇବାକୁ ଏପରି ଅପପ୍ରଚାର […] The post ସ୍ମୃତି ଇରାନୀଙ୍କୁ ପାଣ୍ଡିଆନଙ୍କ କଡ଼ା ଜବାବ, କହିଲେ ସାହସ ଅଛି… appeared first on Dharitri Odia News.
ଭୁବନେଶ୍ୱର,୨୬।୫: ଏକ ସାଧାରଣ ସଭାରେ ଯୋଗ ଦେଇ ସ୍ମୃତି ଇରାନୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ଶନିବାର ସ୍ମୃତି ଓଡ଼ିଶା ଆସି ସରକାରଙ୍କୁ ନିନ୍ଦା କରିବା ଦୋଷ ଗଣାଇଥିଲେ। ଯାହାକୁ ସମାଲୋଚନା କରିଛନ୍ତି ପାଣ୍ଡିଆନ।
ସେ କହିଛନ୍ତି, ଇରାନୀ କେବଳ ରାଜନୈତିକ କଥା କହୁଛନ୍ତି। ଦରଦାମ, ରୋଜଗାର ଉପରେ କହିବାର ସାହାସ ନାହିଁ। ଏଲପିଜି, ଡାଲି ରେଟ୍ କଥା ମଧ୍ୟ ଆଲୋଚନା କରୁ ନାହାନ୍ତି। ନିଜ ବିଫଳତାକୁ ଲୁଚାଇବାକୁ ଏପରି ଅପପ୍ରଚାର କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ’ଣ କରିଛନ୍ତି ଲୋକେ ଜାଣିଛନ୍ତି।
The post ସ୍ମୃତି ଇରାନୀଙ୍କୁ ପାଣ୍ଡିଆନଙ୍କ କଡ଼ା ଜବାବ, କହିଲେ ସାହସ ଅଛି… appeared first on Dharitri Odia News.