ହସ୍ପିଟାଲ ଭିତରେ ବନ୍ଧୁକ ଦେଖାଇ ସ୍ୱାସ୍ଥ୍ୟ କର୍ମୀଙ୍କ ଠାରୁ ଲୁଟ

କରଞ୍ଜିଆ : ହସ୍ପିଟାଲ ଭିତରେ ପଶି ସ୍ୱାସ୍ଥ୍ୟ କର୍ମୀଙ୍କୁ ବନ୍ଧୁକ ଦେଖାଇ ସୁନା ଚେନ ଲୁଟି ନେଲେ ଦୁର୍ବୃତ୍ତ । ଏମିତି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର କେନ୍ଦୁଜୁଆଣି  ସ୍ୱାସ୍ଥ୍ୟ ଆରଗ୍ୟ ମନ୍ଦିରରେ । ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଟୁଇଁକିଲ ବେହେରା କାର୍ଯ୍ୟରତ ଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ଔଷଧ ନେବା ନାଁରେ ବାଇକରେ ଆସି ଲୁଟି ନେଲେ ସୁନା ଚେନ । ଏହି  ଖବର ସ୍ଥାନୀୟ ଅଞ୍ଚଳରେ ଏବେ ଚାଂଚଲ୍ୟ ସୃଷ୍ଟି କରିଛି । ଘଟଣା ସ୍ଥାନରେ […] The post ହସ୍ପିଟାଲ ଭିତରେ ବନ୍ଧୁକ ଦେଖାଇ ସ୍ୱାସ୍ଥ୍ୟ କର୍ମୀଙ୍କ ଠାରୁ ଲୁଟ appeared first on KNews Odisha.

ହସ୍ପିଟାଲ ଭିତରେ ବନ୍ଧୁକ ଦେଖାଇ ସ୍ୱାସ୍ଥ୍ୟ କର୍ମୀଙ୍କ ଠାରୁ ଲୁଟ
ps

କରଞ୍ଜିଆ : ହସ୍ପିଟାଲ ଭିତରେ ପଶି ସ୍ୱାସ୍ଥ୍ୟ କର୍ମୀଙ୍କୁ ବନ୍ଧୁକ ଦେଖାଇ ସୁନା ଚେନ ଲୁଟି ନେଲେ ଦୁର୍ବୃତ୍ତ । ଏମିତି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର କେନ୍ଦୁଜୁଆଣି  ସ୍ୱାସ୍ଥ୍ୟ ଆରଗ୍ୟ ମନ୍ଦିରରେ । ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଟୁଇଁକିଲ ବେହେରା କାର୍ଯ୍ୟରତ ଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ଔଷଧ ନେବା ନାଁରେ ବାଇକରେ ଆସି ଲୁଟି ନେଲେ ସୁନା ଚେନ । ଏହି  ଖବର ସ୍ଥାନୀୟ ଅଞ୍ଚଳରେ ଏବେ ଚାଂଚଲ୍ୟ ସୃଷ୍ଟି କରିଛି । ଘଟଣା ସ୍ଥାନରେ ଠାକୁର ମୁଣ୍ଡା ପୋଲିସର ତଦନ୍ତ ଜାରି ରହିଛି ।

 

 

 

 

The post ହସ୍ପିଟାଲ ଭିତରେ ବନ୍ଧୁକ ଦେଖାଇ ସ୍ୱାସ୍ଥ୍ୟ କର୍ମୀଙ୍କ ଠାରୁ ଲୁଟ appeared first on KNews Odisha.