ହିମାଚଳ ପ୍ରଦେଶର ଚମ୍ବାରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୩
ସିମ୍ଲା: ହିମାଚଳ ପ୍ରଦେଶର ଚମ୍ବାରେ ଭୂକମ୍ପ ଝଟକା।ଗୁରୁବାର ରାତି ପ୍ରାୟ ୯ଟା ୩୫ ସମୟରେ ଏଠାରେ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଝଟକା ଫଳରେ ଲୋକେ ନିଜ ଘରୁ ବାହାରକୁ ବାହାରି ଆସିଥିଲେ। ରିକ୍ଟର ସ୍କେଲରେ ଭୂମିକମ୍ପ ତୀବ୍ରତା ୫.୩ ରହିଛି। ତେବେ ଏଥିରେ ଧନ ଜୀବନ ନଷ୍ଟ ନେଇ କୌଣସି ସୂଚନା ମିଳିନାହିଁ।Earthquake of Magnitude:5.3, Occurred on 04-04-2024, 21:34:32 IST, Lat: 33.09 & Long: 76.59, Depth: 10 Km ,Location:Chamba, Himachal Pradesh, India for more information Download the BhooKamp App https://t.co/SYNmt1ew5B @KirenRijiju @Ravi_MoES @Dr_Mishra1966 @ndmaindia… pic.twitter.com/Bc2FRprnWw— National Center for Seismology (@NCS_Earthquake) April 4, 2024କୁଲ୍ଲୁ ଏବଂ ଲାହୋଲ ଘାଟିରେ ଗୋଟିଏ ପରେ ଗୋଟିଏ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ସେହଭଳି ମନାଲୀ ଏବଂ କୁଲ୍ଲୁରେ ମଧ୍ୟ ଭୂମିକମ୍ପ ଝଟକା ଫଳରେ ଲୋକେ ଭୟରେ ଘରୁ ବାହାରକୁ ଚାଲିଆସିଥିଲେ। ଆହୁରି ପଢ଼ନ୍ତୁ:ତାଇଓ୍ବାନ ପରେ ଭୂମିକମ୍ପରେ ଥରିଲା ଜାପାନ; ରିକ୍ଟର ସ୍କେଲରେ ତୀବ୍ରତା ୬.୦ ରେକର୍ଡ
ସିମ୍ଲା: ହିମାଚଳ ପ୍ରଦେଶର ଚମ୍ବାରେ ଭୂକମ୍ପ ଝଟକା।ଗୁରୁବାର ରାତି ପ୍ରାୟ ୯ଟା ୩୫ ସମୟରେ ଏଠାରେ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଝଟକା ଫଳରେ ଲୋକେ ନିଜ ଘରୁ ବାହାରକୁ ବାହାରି ଆସିଥିଲେ। ରିକ୍ଟର ସ୍କେଲରେ ଭୂମିକମ୍ପ ତୀବ୍ରତା ୫.୩ ରହିଛି। ତେବେ ଏଥିରେ ଧନ ଜୀବନ ନଷ୍ଟ ନେଇ କୌଣସି ସୂଚନା ମିଳିନାହିଁ।
Earthquake of Magnitude:5.3, Occurred on 04-04-2024, 21:34:32 IST, Lat: 33.09 & Long: 76.59, Depth: 10 Km ,Location:Chamba, Himachal Pradesh, India for more information Download the BhooKamp App https://t.co/SYNmt1ew5B @KirenRijiju @Ravi_MoES @Dr_Mishra1966 @ndmaindia… pic.twitter.com/Bc2FRprnWw— National Center for Seismology (@NCS_Earthquake) April 4, 2024
କୁଲ୍ଲୁ ଏବଂ ଲାହୋଲ ଘାଟିରେ ଗୋଟିଏ ପରେ ଗୋଟିଏ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ସେହଭଳି ମନାଲୀ ଏବଂ କୁଲ୍ଲୁରେ ମଧ୍ୟ ଭୂମିକମ୍ପ ଝଟକା ଫଳରେ ଲୋକେ ଭୟରେ ଘରୁ ବାହାରକୁ ଚାଲିଆସିଥିଲେ।
ଆହୁରି ପଢ଼ନ୍ତୁ:
ତାଇଓ୍ବାନ ପରେ ଭୂମିକମ୍ପରେ ଥରିଲା ଜାପାନ; ରିକ୍ଟର ସ୍କେଲରେ ତୀବ୍ରତା ୬.୦ ରେକର୍ଡ