ହୋଟେଲ ଉପରକୁ ମାଡ଼ି ଗଲା ଟ୍ରକ: ଜଣେ କର୍ମଚାରୀ ମୃତ ,୨ ଆହତ

ସାଲେପୁର: ସାଲେପୁରରେ ହୋଟେଲ ଉପରକୁ ମାଡ଼ି ଗଲା ଟ୍ରକ । ଜଣେ ହୋଟେଲ କର୍ମଚାରୀ ମୃତ, ୨ ଆହତ ।  ଗତକାଲି ବିଳମ୍ବିତ ରାତିରେ କଟକ-ଚାନ୍ଦବାଲି ରାସ୍ତା ଶିଶୁ ବଜାର ସ୍ଥିତ ଏକ ହୋଟେଲ ଉପରକୁ ୧୮ ଚକିଆ ଟ୍ରକ ମାଡ଼ି ଯାଇଥିଲା ।  ଏଥିରେ ହୋଟେଲ ଭାଙ୍ଗି ଯିବା ସହ ଅନେକ ଜିନିଷ ପତ୍ର ନଷ୍ଟ ହୋଇଛି । ଏହି ଦୁର୍ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ […] The post ହୋଟେଲ ଉପରକୁ ମାଡ଼ି ଗଲା ଟ୍ରକ: ଜଣେ କର୍ମଚାରୀ ମୃତ ,୨ ଆହତ appeared first on KNews Odisha.

ହୋଟେଲ ଉପରକୁ ମାଡ଼ି ଗଲା ଟ୍ରକ: ଜଣେ କର୍ମଚାରୀ ମୃତ ,୨ ଆହତ
truck 1

ସାଲେପୁର: ସାଲେପୁରରେ ହୋଟେଲ ଉପରକୁ ମାଡ଼ି ଗଲା ଟ୍ରକ । ଜଣେ ହୋଟେଲ କର୍ମଚାରୀ ମୃତ, ୨ ଆହତ ।  ଗତକାଲି ବିଳମ୍ବିତ ରାତିରେ କଟକ-ଚାନ୍ଦବାଲି ରାସ୍ତା ଶିଶୁ ବଜାର ସ୍ଥିତ ଏକ ହୋଟେଲ ଉପରକୁ ୧୮ ଚକିଆ ଟ୍ରକ ମାଡ଼ି ଯାଇଥିଲା ।  ଏଥିରେ ହୋଟେଲ ଭାଙ୍ଗି ଯିବା ସହ ଅନେକ ଜିନିଷ ପତ୍ର ନଷ୍ଟ ହୋଇଛି । ଏହି ଦୁର୍ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ ।  ଘଟଣା ସ୍ଥଳରେ ସାଲେପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।  ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଛି ପୋଲିସ ।

 

ଆହୁରି ପଢ଼ନ୍ତୁ:  ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ୨ ମୃତ, ଜଣେ ଗୁରୁତର

The post ହୋଟେଲ ଉପରକୁ ମାଡ଼ି ଗଲା ଟ୍ରକ: ଜଣେ କର୍ମଚାରୀ ମୃତ ,୨ ଆହତ appeared first on KNews Odisha.