ହୋଟେଲରେ ଅଗ୍ନିକାଣ୍ଡ, କିଚେନ୍ ଏକ୍ସଜିଟ୍ ପାଇପ୍‌ରୁ ଲାଗିଲା ନିଆଁ

ଭୁବନେଶ୍ବର ୨୫।୧୨: କଳାହାଣ୍ଡି ଜିଲ୍ଲା ଜୁନାଗଡ ସହରର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିଛି । ହୋଟେଲ ଭିତରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି l ତେବେ ସର୍ଟ ସର୍କିଟ୍‌ ଯୋଗୁଁ କିଚେନ୍‌ର ଏକ୍ସଜିଟ୍ ପାଇପ୍‌ରେ ନିଆଁ ଲାଗି ଧୂଆଁମୟ ହୋଇଯାଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ତରଫରୁ ନିଆଁକୁ ଆୟତ୍ତ କରାଯାଉଛି । ହୋଟେଲରେ ବିଶେଷ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଥିବା ।You Can Read:ଆଉ ନାହାନ୍ତି ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ଭିସି, ଘରୋଇ ହସ୍ପିଟାଲରେ ଦେହାନ୍ତ,ବିଭିନ୍ନ ମହଲରେ ଶୋକ

ହୋଟେଲରେ ଅଗ୍ନିକାଣ୍ଡ, କିଚେନ୍ ଏକ୍ସଜିଟ୍ ପାଇପ୍‌ରୁ ଲାଗିଲା ନିଆଁ

ଭୁବନେଶ୍ବର ୨୫।୧୨: କଳାହାଣ୍ଡି ଜିଲ୍ଲା ଜୁନାଗଡ ସହରର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିଛି । ହୋଟେଲ ଭିତରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି l ତେବେ ସର୍ଟ ସର୍କିଟ୍‌ ଯୋଗୁଁ କିଚେନ୍‌ର ଏକ୍ସଜିଟ୍ ପାଇପ୍‌ରେ ନିଆଁ ଲାଗି ଧୂଆଁମୟ ହୋଇଯାଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ତରଫରୁ ନିଆଁକୁ ଆୟତ୍ତ କରାଯାଉଛି । ହୋଟେଲରେ ବିଶେଷ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଥିବା ।

You Can Read:

ଆଉ ନାହାନ୍ତି ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ଭିସି, ଘରୋଇ ହସ୍ପିଟାଲରେ ଦେହାନ୍ତ,ବିଭିନ୍ନ ମହଲରେ ଶୋକ