ହୋଟେଲରେ ବିଜେଡି ନେତାଙ୍କ ମେଳି

ଭୁବନେଶ୍ୱର : ପଟିଆ ସ୍ଥିତ ଏଲ ହୋଟେଲରେ ବିଜେଡିର ବରିଷ୍ଠ ନେତାଙ୍କ ସହ ଯୁବନେତାଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ । ବରିଷ୍ଠ ନେତା ଶଶୀଭୁଷଣ ବେହେରାଙ୍କ ସହ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଚନ୍ଦ୍ର ସାରଥି ବେହେରା ଉପସ୍ଥିତ ଅଛନ୍ତି । ତେବେ ବୈଠକ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ । ଗତକାଲି ମଧ୍ୟ ନବୀନ ନିବାସରେ ନେତାମାନଙ୍କର ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।