ହୋମଗାର୍ଡ଼ ପରୀକ୍ଷାରେ ଆଉ ଜଣେ ମୃତ

#ହୋମଗାର୍ଡ଼_ପରୀକ୍ଷା #ଆଉ_ଜଣେ_ମୃତ ଗଜପତିରେ ହୋମଗାର୍ଡ ପରୀକ୍ଷା ବେଳେ ଅଘଟଣ, ଦ୍ବିତୀୟ ମୃତ୍ୟୁ। ଗୁରୁତର ଅବସ୍ଥାରେ MKCGରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ନେଇ ମେଡିକାଲ୍ ସୂତ୍ରରୁ ସୂଚନା।

ହୋମଗାର୍ଡ଼ ପରୀକ୍ଷାରେ ଆଉ ଜଣେ ମୃତ
Array