ହ୍ୱାଟସଆପ୍ରେ ଆଉ ନେଇପାରିବେନି ସ୍କ୍ରିନସଟ୍
ହ୍ୱାଟସଆପ୍ରେ ଆଉ ନେଇପାରିବେନି ସ୍କ୍ରିନସଟ୍ । ଖୁବ୍ ଶୀଘ୍ର ହ୍ୱାଟସଆପ୍ ଆଣିବାକୁ ଯାଉଛି ନୂଆ ଫିଚର ।
ହ୍ୱାଟସଆପ୍ରେ ଆଉ ନେଇପାରିବେନି ସ୍କ୍ରିନସଟ୍ । ଖୁବ୍ ଶୀଘ୍ର ହ୍ୱାଟସଆପ୍ ଆଣିବାକୁ ଯାଉଛି ନୂଆ ଫିଚର । ହ୍ୱାଟସଆପ୍ ବ୍ୟବହାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନୂଆ ପଦକ୍ଷେପ ନେବାକୁ ଯାଉଛି କମ୍ପାନୀ । ମେଟା ପକ୍ଷରୁ ଏପରି କିଛି ବ୍ୟବସ୍ତା କରାଯାଉଥିବା ସୂଚନା ମିଳିଛି ।