ୟୁପିର ୧୧ଟି ଆସନରେ ପ୍ରାର୍ଥୀ ଘୋଷଣା କଲା ଏସ୍‌ପି

ଲକ୍ଷ୍ନୌ,୧୯।୨: ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶର ୧୧ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ନିଜ ତାଲିକାରେ ଗାଜିପୁରରୁ ବିଏସପି ଏମ୍‌ପି ଆଫଜଲ ଅନସାରୀଙ୍କୁ ପ୍ରାର୍ଥୀ କରିଛି। ଏହା ବ୍ୟତୀତ ମୁଜାଫରନଗରରୁ ହରେନ୍ଦ୍ର ମଲିକ, ଅମ୍ବଲାରୁ ନୀରଜ ମୌର୍ଯ୍ୟ, ଶାହାଜାହାନପୁରରୁ ରାଜେଶ କାଶ୍ୟପ, ହର୍ଦ୍ଦୋଇରୁ ଉଷା ବର୍ମା, ମିଶ୍ରିଖରୁ ରାମପାଲ ରାଜବଂଶୀ, ପ୍ରତାପଗଡରୁ ଏସପି ସିଂ ପଟେଲ, ବହରାଇଜରୁ ରମେଶ ଗୌତମ, ଗୋଣ୍ଡାରୁ ଶ୍ରେୟା ବର୍ମା ଏବଂ ଚନ୍ଦୌଲିରୁ ବିରେନ୍ଦ୍ର ସିଂଙ୍କୁ ପ୍ରାର୍ଥୀ ଘୋଷିତ […] The post ୟୁପିର ୧୧ଟି ଆସନରେ ପ୍ରାର୍ଥୀ ଘୋଷଣା କଲା ଏସ୍‌ପି appeared first on Dharitri Odia News.

ୟୁପିର ୧୧ଟି ଆସନରେ ପ୍ରାର୍ଥୀ ଘୋଷଣା କଲା ଏସ୍‌ପି

ଲକ୍ଷ୍ନୌ,୧୯।୨: ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶର ୧୧ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ନିଜ ତାଲିକାରେ ଗାଜିପୁରରୁ ବିଏସପି ଏମ୍‌ପି ଆଫଜଲ ଅନସାରୀଙ୍କୁ ପ୍ରାର୍ଥୀ କରିଛି। ଏହା ବ୍ୟତୀତ ମୁଜାଫରନଗରରୁ ହରେନ୍ଦ୍ର ମଲିକ, ଅମ୍ବଲାରୁ ନୀରଜ ମୌର୍ଯ୍ୟ, ଶାହାଜାହାନପୁରରୁ ରାଜେଶ କାଶ୍ୟପ, ହର୍ଦ୍ଦୋଇରୁ ଉଷା ବର୍ମା, ମିଶ୍ରିଖରୁ ରାମପାଲ ରାଜବଂଶୀ, ପ୍ରତାପଗଡରୁ ଏସପି ସିଂ ପଟେଲ, ବହରାଇଜରୁ ରମେଶ ଗୌତମ, ଗୋଣ୍ଡାରୁ ଶ୍ରେୟା ବର୍ମା ଏବଂ ଚନ୍ଦୌଲିରୁ ବିରେନ୍ଦ୍ର ସିଂଙ୍କୁ ପ୍ରାର୍ଥୀ ଘୋଷିତ କରାଯାଇଛି। ଏସ୍‌ପି ଏହା ପୂର୍ବରୁ ୧୬ ଆସନ ଉପରେ ପ୍ରାର୍ଥୀ ଘୋଷଣା କରିସାରିଛି।

The post ୟୁପିର ୧୧ଟି ଆସନରେ ପ୍ରାର୍ଥୀ ଘୋଷଣା କଲା ଏସ୍‌ପି appeared first on Dharitri Odia News.