ୟୁସୁଫ ପଠାନଙ୍କ ବିଜୟ ପରେ ଏମିତି ପୋଷ୍ଟ କଲେ ଭାଇ ଇରଫାନ
ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନଙ୍କ ବଡ଼ ବିଜୟ । କଂଗ୍ରେସର ବରିଷ୍ଠ ନେତା ଅଧିର ରଞ୍ଜନ... The post ୟୁସୁଫ ପଠାନଙ୍କ ବିଜୟ ପରେ ଏମିତି ପୋଷ୍ଟ କଲେ ଭାଇ ଇରଫାନ appeared first on .
ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନଙ୍କ ବଡ଼ ବିଜୟ । କଂଗ୍ରେସର ବରିଷ୍ଠ ନେତା ଅଧିର ରଞ୍ଜନ ଚୌଧୁରୀଙ୍କୁ ପରାସ୍ତ କରିଛନ୍ତି । ପଶ୍ଚିମବଙ୍ଗର ବାହରାମପୁର ସଂସଦୀୟ କ୍ଷେତ୍ରରୁ ବିଜୟୀ ହୋଇଛନ୍ତି । ତେବେ ବଡ଼ଭାଇଙ୍କ ବିଜୟ ପରେ ଭାବୁକ ହୋଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଇରଫାନ ପଠାନ । ୨୫ ବର୍ଷ ଧରି ବିଜୟୀ ହୋଇ ଆସୁଥିବା ଅଧିର ରଞ୍ଜନ ଚୌଧୁରୀଙ୍କୁ ପରାସ୍ତ କରିଛନ୍ତି । ୟୁସୁଫଙ୍କ ଏକ ଭିଡିଓ ପୋଷ୍ଟ କରି ସେ ଭାବପ୍ରବଣ ଭାବେ ଲେଖିଛନ୍ତି ।
Lala @iamyusufpathan With unyielding confidence in your noble cause, you embarked on the daunting journey to triumph over seasoned politicians. Armed with integrity and unwavering resolve, may your noble intentions translate into transformative actions, enriching the lives of our… pic.twitter.com/fmDdJY5Kvp
— Irfan Pathan (@IrfanPathan) June 4, 2024
The post ୟୁସୁଫ ପଠାନଙ୍କ ବିଜୟ ପରେ ଏମିତି ପୋଷ୍ଟ କଲେ ଭାଇ ଇରଫାନ appeared first on .