୧୫ ତାରିଖ ସୁଦ୍ଧା ସରିବ E – KYC ପ୍ରକ୍ରିୟା
ଭୁବନେଶ୍ୱର : ଜାନୁଆରୀ ୧୫ତାରିଖ ସୁଦ୍ଧା ସରିବ E – KYC ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯେଉଁମାନେ କାରଣରୁ ବୟସାଧିକ୍ୟ କାରଣରୁ E – KYC କରିନାହାନ୍ତି, ସେମାନଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ E – KYC କରାଉଛନ୍ତି। ଏବଂ ଯେଉଁମାନେ ବାହାର ରାଜ୍ୟରେ ଅଛନ୍ତି ସେମାନଙ୍କ ନିକଟକୁ ଏଥିପାଇଁ ବାହାର ରାଜ୍ୟକୁ ଅଧିକାରୀମାନେ ଯିବେ। ନିକଟରେ ଗୋଆକୁ ଯାଇ E – KYC […]

ଭୁବନେଶ୍ୱର : ଜାନୁଆରୀ ୧୫ତାରିଖ ସୁଦ୍ଧା ସରିବ E – KYC ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯେଉଁମାନେ କାରଣରୁ ବୟସାଧିକ୍ୟ କାରଣରୁ E – KYC କରିନାହାନ୍ତି, ସେମାନଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ E – KYC କରାଉଛନ୍ତି। ଏବଂ ଯେଉଁମାନେ ବାହାର ରାଜ୍ୟରେ ଅଛନ୍ତି ସେମାନଙ୍କ ନିକଟକୁ ଏଥିପାଇଁ ବାହାର ରାଜ୍ୟକୁ ଅଧିକାରୀମାନେ ଯିବେ। ନିକଟରେ ଗୋଆକୁ ଯାଇ E – KYC କରାଇଛନ୍ତି। ଅନ୍ୟ ରାଜ୍ୟରେ ଥିବା ଲୋକଙ୍କ ପାଖକୁ ଯାଇ E – KYC କରାଯିବ। ବର୍ତ୍ତମାନ ସୁଦ୍ଧା ୮୫% E – KYC ସରିଲାଣି ଏଯାବତ ୫୦ ଲକ୍ଷ ଲୋକ E – KYC କରି ନାହାନ୍ତି । ଯେଉଁମାନଙ୍କର ବାକି ରହିଛି ଜାନୁଆରୀ ୧୫ ତାରିଖ ସୁଦ୍ଧା ସରିବ ବୋଲି ମନ୍ତ୍ରୀ କହିଛନ୍ତି ।