୧୯ ଜଣିଆ ରାଜ୍ୟ ମୁଖପାତ୍ରଙ୍କ ତାଲିକା ଘୋଷଣା କଲା ବିଜେପି
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ନିଜର ମୁଖପାତ୍ର ତାଲିକା ଘୋଷଣା କରିଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟ ମୁଖପାତ୍ର, ପ୍ୟାନେଲିଷ୍ଟ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରାଯାଇଛି। ସୁଜିତ କୁମାର ଦାସଙ୍କୁ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଦାୟିତ୍ଵ ଦିଆଯାଇଛି। ମୁଖପାତ୍ର: ୧. ସଜ୍ଜନ ଶର୍ମା ୨. ସୁଦୀପ୍ତ ରାୟ ୩. ପୀତାମ୍ବର ଆଚାର୍ଯ୍ୟ ୪. ବଳଭଦ୍ର ମାଝୀ ୫. ନବଚରଣ ମାଝୀ (ବିଧାୟକ) ୬. ମୁକେଶ ମହାଲିଙ୍ଗ (ବିଧାୟକ) ୭. ରମାରଞ୍ଜନ ବଳିୟାରସିଂହ ୮. ପ୍ରଦୀପ ପୁରୋହିତ ୯. ସତ୍ୟବ୍ରତ ପଣ୍ଡା ୧୦. ଦିଲୀପ ମହାନ୍ତି ୧୧. ଉର୍ମିଳା ମହାପାତ୍ର ୧୨. ଦିଲୀପ ମଲ୍ଲିକ ୧୩. ଧୀରେନ ସେନାପତି ୧୪. ଜ୍ଞାନଦେବ ବେହୁରା ୧୫. ରାଜେନ୍ଦ୍ର ପଣ୍ଡା ୧୬. ତେଜେଶ୍ୱର ପରିଡା ୧୭. ମନୋଜ ମହାପାତ୍ର ୧୮. ସୋନାଲୀ ସାହୁ ୧୯. ଅନିଲ ବିଶ୍ୱାଳ ପ୍ୟାନେଲିଷ୍ଟ: ୧. ସ୍ୱାଧୀନ ଶତପଥୀ ୨. ଲକ୍ଷ୍ମଣ ପଣ୍ଡା ୩. କବି ବିଷ୍ଣୁ ଶତପଥୀ ୪. ପ୍ରକାଶ ରଥ ୫. ହିତେଶ ମହାପାତ୍ର ୬. ପତଞ୍ଜଳୀ କରଶର୍ମା ୭. ମାନସ ରଞ୍ଜନ ବକ୍ସି ୮. ବିଭୁପଦ ଦାସ ୯. ବ୍ରଜକିଶୋର ମିଶ୍ର ୧୦. ସରୋଜ ସାମଲ ୧୧. ଶତରୂପା ମିଶ୍ର ୧୨. ବିରଜା ମିଶ୍ର The post ୧୯ ଜଣିଆ ରାଜ୍ୟ ମୁଖପାତ୍ରଙ୍କ ତାଲିକା ଘୋଷଣା କଲା ବିଜେପି appeared first on Prame
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ନିଜର ମୁଖପାତ୍ର ତାଲିକା ଘୋଷଣା କରିଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟ ମୁଖପାତ୍ର, ପ୍ୟାନେଲିଷ୍ଟ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରାଯାଇଛି। ସୁଜିତ କୁମାର ଦାସଙ୍କୁ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଦାୟିତ୍ଵ ଦିଆଯାଇଛି।
ମୁଖପାତ୍ର:
୧. ସଜ୍ଜନ ଶର୍ମା
୨. ସୁଦୀପ୍ତ ରାୟ
୩. ପୀତାମ୍ବର ଆଚାର୍ଯ୍ୟ
୪. ବଳଭଦ୍ର ମାଝୀ
୫. ନବଚରଣ ମାଝୀ (ବିଧାୟକ)
୬. ମୁକେଶ ମହାଲିଙ୍ଗ (ବିଧାୟକ)
୭. ରମାରଞ୍ଜନ ବଳିୟାରସିଂହ
୮. ପ୍ରଦୀପ ପୁରୋହିତ
୯. ସତ୍ୟବ୍ରତ ପଣ୍ଡା
୧୦. ଦିଲୀପ ମହାନ୍ତି
୧୧. ଉର୍ମିଳା ମହାପାତ୍ର
୧୨. ଦିଲୀପ ମଲ୍ଲିକ
୧୩. ଧୀରେନ ସେନାପତି
୧୪. ଜ୍ଞାନଦେବ ବେହୁରା
୧୫. ରାଜେନ୍ଦ୍ର ପଣ୍ଡା
୧୬. ତେଜେଶ୍ୱର ପରିଡା
୧୭. ମନୋଜ ମହାପାତ୍ର
୧୮. ସୋନାଲୀ ସାହୁ
୧୯. ଅନିଲ ବିଶ୍ୱାଳ
ପ୍ୟାନେଲିଷ୍ଟ:
୧. ସ୍ୱାଧୀନ ଶତପଥୀ
୨. ଲକ୍ଷ୍ମଣ ପଣ୍ଡା
୩. କବି ବିଷ୍ଣୁ ଶତପଥୀ
୪. ପ୍ରକାଶ ରଥ
୫. ହିତେଶ ମହାପାତ୍ର
୬. ପତଞ୍ଜଳୀ କରଶର୍ମା
୭. ମାନସ ରଞ୍ଜନ ବକ୍ସି
୮. ବିଭୁପଦ ଦାସ
୯. ବ୍ରଜକିଶୋର ମିଶ୍ର
୧୦. ସରୋଜ ସାମଲ
୧୧. ଶତରୂପା ମିଶ୍ର
୧୨. ବିରଜା ମିଶ୍ର
The post ୧୯ ଜଣିଆ ରାଜ୍ୟ ମୁଖପାତ୍ରଙ୍କ ତାଲିକା ଘୋଷଣା କଲା ବିଜେପି appeared first on Prameya News7.