୨ ଠିକାଦାରଙ୍କ ଘରେ GST ରେଡ
ଯାଜପୁର : ଆୟକର ଟିକସ ଫାଙ୍କିବା ଅଭିଯୋଗରେ GST ରେଡ୍ । ଯାଜପୁର ଜିଲ୍ଲା ଧର୍ମଶାଳା ଜାରକାରେ ହୋଇଛି ଚଢାଉ । ଠିକାଦାର ଗୌତମ ସାହୁ ଓ ଗଜେନ୍ଦ୍ର ବେହେରା ଘରେ କେନ୍ଦ୍ରୀୟ GST ଟିମ ଚଢ଼ାଉ ଜାରି ରଖିଛନ୍ତି ।