୨୦ ଲକ୍ଷ ବର୍ଷର ବରଫ

ଆଣ୍ଟାର୍କଟିକାରେ ବୈଜ୍ଞାନିକଙ୍କୁ ମିଳିଛି ପାଖାପାଖି ୨୦ ଲକ୍ଷ ବର୍ଷ ପୁରୁଣା ବରଫ । ଏହି ବରଫ ଖଣ୍ଡ ଏଠିକାର ପାଣିପାଗ ୨୦ ଲକ୍ଷ ବର୍ଷ ତଳେ କିଭଳି ଥିଲା ସେ ନେଇ ସୂଚନା ଦେବ ବୋଲି ବୈଜ୍ଞାନିକ ଆଶା ରଖିଛନ୍ତି । ଏଠାରେ ଖୁବ ଅଧିକ ଥଣ୍ଡା ହେଉଥିବାରୁ ଏଠିକାର ବରଫ ଖୁବ କମ ତରଳିଥାଏ । ପ୍ରତିବର୍ଷ ଏଠିକାର ବରଫ ସ୍ତର ପରେ ସ୍ତର ଯମା ହୋଇ ଚାଲିଥାଏ । ଏହି ବରଫ ଲେୟାରର ଏକ […]

୨୦ ଲକ୍ଷ ବର୍ଷର ବରଫ
୨୦ ଲକ୍ଷ ବର୍ଷର ବରଫ

ଆଣ୍ଟାର୍କଟିକାରେ ବୈଜ୍ଞାନିକଙ୍କୁ ମିଳିଛି ପାଖାପାଖି ୨୦ ଲକ୍ଷ ବର୍ଷ ପୁରୁଣା ବରଫ । ଏହି ବରଫ ଖଣ୍ଡ ଏଠିକାର ପାଣିପାଗ ୨୦ ଲକ୍ଷ ବର୍ଷ ତଳେ କିଭଳି ଥିଲା ସେ ନେଇ ସୂଚନା ଦେବ ବୋଲି ବୈଜ୍ଞାନିକ ଆଶା ରଖିଛନ୍ତି । ଏଠାରେ ଖୁବ ଅଧିକ ଥଣ୍ଡା ହେଉଥିବାରୁ ଏଠିକାର ବରଫ ଖୁବ କମ ତରଳିଥାଏ । ପ୍ରତିବର୍ଷ ଏଠିକାର ବରଫ ସ୍ତର ପରେ ସ୍ତର ଯମା ହୋଇ ଚାଲିଥାଏ । ଏହି ବରଫ ଲେୟାରର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି, ଯାହା ଦେଖିବାକୁ ଖୁବ ଇଣ୍ଟ୍ରେଷ୍ଟିଂ ହୋଇଛି । ସେହିଭଳି ଅନେକ ବର୍ଷ ପୂିର୍ବେ ବରଫର ରଙ୍ଗ ଓ ଟେକ୍ସଚର କିଭଳି ଥିଲା ସେ ସମ୍ପର୍କରେ ମଧ୍ୟ ଏଥିରୁ ଜଣା ପଡିବ । ଏହି ବରଫ ସହାୟତାରେ ଆଣ୍ଟର୍କିଟିକା ସମ୍ବନ୍ଧରେ ଅନେକ ତଥ୍ୟ ମିଳି ପାରିବ ।