୨୦୨୪ ପାଇଁ ୧୩୨ ଜଣ ପାଇବେ ପଦ୍ମ ସମ୍ମାନ, ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ

ନୂଆଦିଲ୍ଲୀ: ଗୁରୁବାର କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗିରକ ସମ୍ମାନ ପଦ୍ମ ବିଭୂଷଣ ପାଇଁ ପାଞ୍ଚ ଜଣଙ୍କ ନାଁ ଘୋଷଣା କରାଯାଇଛି । ୨୦୨୪ ପାଇଁ ୧୭ ଜଣ ପଦ୍ମ ଭୂଷଣ ପୁରସ୍କାର ପାଇବେ । ସେହିପରି ପଦ୍ମଶ୍ରୀ ସମ୍ମାନ ପାଇଁ ୧୧୦ ଜଣଙ୍କ ନାଁ ଘୋଷଣା କରାଯାଇଛି । ଭାରତ ସରକାର ଏହି ପୁରସ୍କାର ଜରିଆରେ ସମାଜ ପ୍ରତି ସେମାନଙ୍କ ସେବାକୁ ସ୍ୱୀକୃତି ଦେଇଥାନ୍ତି । ପଦ୍ମ ବିଭୂଷଣ: ବୈଜୟନ୍ତୀମାଲା ବାଲି (କଳା), କୋନିଦେଲା ଚିରଞ୍ଜୀବି (କଳା), ଏମ.ଭେଙ୍କେୟା ନାଇଡୁ (ଲୋକସେବା), ବିନ୍ଦେଶ୍ୱର ପାଠକ (ମରଣୋତ୍ତର) ସମାଜସେବା, ପି.ସୁବ୍ର୍ୟମଣ୍ୟମ (କଳା) ପଢନ୍ତୁ: ୨୦୨୪ ପାଇଁ ପଦ୍ମଶ୍ରୀ ଘୋଷଣା କଲେ ଭାରତ ସରକାର, ଓଡ଼ିଶାରୁ ୪ ଜଣ ଜଣ ହେବେ ସମ୍ମାନିତ ପଦ୍ମଶ୍ରୀ ତାଲିକାର ପ୍ରଥମ ନାଁ ପାର୍ବତୀ ବରୁଆଙ୍କ ରହିଛି, ଯାହାଙ୍କୁ ହାତୀଙ୍କ ପରୀ କୁହାଯାଏ । ୬୭ ବର୍ଷୀୟ ପାର୍ବତୀ ଆସାମର ବାସିନ୍ଦା ହୋଇଥିବା ଜୀବଜନ୍ତୁଙ୍କୁ ସେବାରେ ସେ ନିଜକୁ ନିୟୋଜିତ କରିଛନ୍ତି । ସେ ଦେଶର ପ୍ରଥମ ମହିଳା ଯିଏ ହାତୀର ମାହୁନ୍ତ ଭାବେ କାର୍ଯ୍ୟ କରୁଛନ୍ତି । ପାର୍ବତୀ ବାରୁଆ, ଜଗେଶ୍ୱର ଯାଦବ, ଚାମି ମୁର୍ମୁ, ଗୁରବିନ୍ଦର ସିଂ, ସତ୍ୟନାରାୟଣ ବେଲେରୀ, ଦୁକଖୁ ମାଝୀ, କେ.ଚେଲାମଲ, ସଙ୍ଗଠନକିମା, ହେମଚନ୍ଦ ମାଝୀ, ୟାନୁଙ୍ଗ ଜାମୋହ ଲେଗୋ, ସୋମାନା, ସର୍ବେଶ୍ୱର ବସୁମାତାରୀ, ପ୍ରେମ ଧନରାଜ, ଉଦୟ ବିଶ

୨୦୨୪ ପାଇଁ ୧୩୨ ଜଣ ପାଇବେ ପଦ୍ମ ସମ୍ମାନ, ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ

ନୂଆଦିଲ୍ଲୀ: ଗୁରୁବାର କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗିରକ ସମ୍ମାନ ପଦ୍ମ ବିଭୂଷଣ ପାଇଁ ପାଞ୍ଚ ଜଣଙ୍କ ନାଁ ଘୋଷଣା କରାଯାଇଛି । ୨୦୨୪ ପାଇଁ ୧୭ ଜଣ ପଦ୍ମ ଭୂଷଣ ପୁରସ୍କାର ପାଇବେ । ସେହିପରି ପଦ୍ମଶ୍ରୀ ସମ୍ମାନ ପାଇଁ ୧୧୦ ଜଣଙ୍କ ନାଁ ଘୋଷଣା କରାଯାଇଛି । ଭାରତ ସରକାର ଏହି ପୁରସ୍କାର ଜରିଆରେ ସମାଜ ପ୍ରତି ସେମାନଙ୍କ ସେବାକୁ ସ୍ୱୀକୃତି ଦେଇଥାନ୍ତି ।

ପଦ୍ମ ବିଭୂଷଣ: ବୈଜୟନ୍ତୀମାଲା ବାଲି (କଳା), କୋନିଦେଲା ଚିରଞ୍ଜୀବି (କଳା), ଏମ.ଭେଙ୍କେୟା ନାଇଡୁ (ଲୋକସେବା), ବିନ୍ଦେଶ୍ୱର ପାଠକ (ମରଣୋତ୍ତର) ସମାଜସେବା, ପି.ସୁବ୍ର୍ୟମଣ୍ୟମ (କଳା)

ପଢନ୍ତୁ: ୨୦୨୪ ପାଇଁ ପଦ୍ମଶ୍ରୀ ଘୋଷଣା କଲେ ଭାରତ ସରକାର, ଓଡ଼ିଶାରୁ ୪ ଜଣ ଜଣ ହେବେ ସମ୍ମାନିତ

ପଦ୍ମଶ୍ରୀ ତାଲିକାର ପ୍ରଥମ ନାଁ ପାର୍ବତୀ ବରୁଆଙ୍କ ରହିଛି, ଯାହାଙ୍କୁ ହାତୀଙ୍କ ପରୀ କୁହାଯାଏ । ୬୭ ବର୍ଷୀୟ ପାର୍ବତୀ ଆସାମର ବାସିନ୍ଦା ହୋଇଥିବା ଜୀବଜନ୍ତୁଙ୍କୁ ସେବାରେ ସେ ନିଜକୁ ନିୟୋଜିତ କରିଛନ୍ତି । ସେ ଦେଶର ପ୍ରଥମ ମହିଳା ଯିଏ ହାତୀର ମାହୁନ୍ତ ଭାବେ କାର୍ଯ୍ୟ କରୁଛନ୍ତି ।

ପାର୍ବତୀ ବାରୁଆ, ଜଗେଶ୍ୱର ଯାଦବ, ଚାମି ମୁର୍ମୁ, ଗୁରବିନ୍ଦର ସିଂ, ସତ୍ୟନାରାୟଣ ବେଲେରୀ, ଦୁକଖୁ ମାଝୀ, କେ.ଚେଲାମଲ, ସଙ୍ଗଠନକିମା, ହେମଚନ୍ଦ ମାଝୀ, ୟାନୁଙ୍ଗ ଜାମୋହ ଲେଗୋ, ସୋମାନା, ସର୍ବେଶ୍ୱର ବସୁମାତାରୀ, ପ୍ରେମ ଧନରାଜ, ଉଦୟ ବିଶ୍ୱନାଥ ଦେଶପାଣ୍ଡେ, ୟଜଦୀ ମାନକଶା ଇଟାଲିୟା, ଶାନ୍ତି ଦେବୀ ପାଶୱାନ ଏବଂ ଶିବମ ପାଶୱାନ୍, ରତନ କହାର, ଅଶୋକ କୁମାର ବିଶ୍ୱାସ, ବାଲାକୃଷ୍ଣମ ସଦାନମ ପୁଥିୟା, ଉମା ମହେଶ୍ୱର ଡି, ସ୍ମୃତି ରେଖା ଚାଖମା, ଓମ୍ ପ୍ରକାଶ ଶର୍ମା, ନାରାୟଣନ ଇ ପି, ସନାତନ ରୁଦ୍ର ପାଲ୍, ବଦ୍ରପ୍ପନ ଏମ, ଜୋରଡନ ଲେପଚା, ମାଚିହାନ ଶାସା, ଗଦମ ସମ୍ମାଇହ, ଜାନକୀଲାଲ୍, ଡାସାରି କୋଣ୍ଡାପା, ବାବୁ ରାମ ୟାଦବ, ନେପାଳ ଚନ୍ଦ୍ର ସୂତ୍ରଧର ।

The post ୨୦୨୪ ପାଇଁ ୧୩୨ ଜଣ ପାଇବେ ପଦ୍ମ ସମ୍ମାନ, ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ appeared first on Prameya News7.