୨୩ ପାଉଁଶ ଗାଡି ଜବତ, ଯେଉଁଠି ଇଚ୍ଛା ସେଇଠି ପକାଇ ଦେଉଥିଲେ ପାଉଁଶ

ସମ୍ବଲପୁର : ଠେଲକଲୋଇ ପୋଲିସ ଦ୍ୱାରା ବେଆଇନ ପାଉଁଶ ଗାଡି ଜବତ  l 23 ଟି ବେଆଇନ ପାଉଁଶ ଗାଡିକୁ ଜବତ କରିଛି ପୋଲିସ l ଆଜି ଝାରସୁଗୁଡା ଜ଼ିଲ୍ଲା ରୁ ବେଆଇନ ଭାବେ ପାଉଁଶ ନେଇ ଠେଲକଲୋଇ ସରକାରୀ ହାଇ ସ୍କୁଲ ନିକଟରେ ସକାଳ ପ୍ରାୟ 5 ଟା ସମୟରେ ପକାଉଥିବା ବେଳେ ପୋଲିସ ଖବର ପାଈଥିଲା  l ତୁରନ୍ତ ଘଟଣାସ୍ଥକୁ ପୋଲିସ ପହଞ୍ଚି ସମସ୍ତ ଗାଡିକୁ ଜବତ କରିଥିଲା l ସେପଟେ ଏହି ସମସ୍ତ […] The post ୨୩ ପାଉଁଶ ଗାଡି ଜବତ, ଯେଉଁଠି ଇଚ୍ଛା ସେଇଠି ପକାଇ ଦେଉଥିଲେ ପାଉଁଶ appeared first on KNews Odisha.

୨୩ ପାଉଁଶ ଗାଡି ଜବତ, ଯେଉଁଠି ଇଚ୍ଛା ସେଇଠି ପକାଇ ଦେଉଥିଲେ ପାଉଁଶ
ash

ସମ୍ବଲପୁର : ଠେଲକଲୋଇ ପୋଲିସ ଦ୍ୱାରା ବେଆଇନ ପାଉଁଶ ଗାଡି ଜବତ  l 23 ଟି ବେଆଇନ ପାଉଁଶ ଗାଡିକୁ ଜବତ କରିଛି ପୋଲିସ l ଆଜି ଝାରସୁଗୁଡା ଜ଼ିଲ୍ଲା ରୁ ବେଆଇନ ଭାବେ ପାଉଁଶ ନେଇ ଠେଲକଲୋଇ ସରକାରୀ ହାଇ ସ୍କୁଲ ନିକଟରେ ସକାଳ ପ୍ରାୟ 5 ଟା ସମୟରେ ପକାଉଥିବା ବେଳେ ପୋଲିସ ଖବର ପାଈଥିଲା  l ତୁରନ୍ତ ଘଟଣାସ୍ଥକୁ ପୋଲିସ ପହଞ୍ଚି ସମସ୍ତ ଗାଡିକୁ ଜବତ କରିଥିଲା l ସେପଟେ ଏହି ସମସ୍ତ ପାଉଁଶ ଗାଡିଗୁଡିକ ଝାରସୁଗୁଡା ଜ଼ିଲ୍ଲାର ଏକ କାରଖାନାରୁ ଆସୁଥିଲା  l ପ୍ରତେକ ଦିନ ଏଭଳି ବେଆଇନ ପାଉଁଶ  ଝାରସୁଗୁଡା ଜ଼ିଲ୍ଲାରୁ ସମ୍ବଲପୁର ଜ଼ିଲ୍ଲାକୁ ବେଆଇନ ଭାବେ ଆଣି ଯେଉଁଠି ଇଚ୍ଛା ସେଇଠି ପକାଇ ଦେଉଥିଲେ l ତେବେ ଆଜି ଠେଲକୋଲୋଇ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏହି ହାଇୱା ଗାଡିଗୁଡିକୁ ଜବତ କରିଥିଲା  l

The post ୨୩ ପାଉଁଶ ଗାଡି ଜବତ, ଯେଉଁଠି ଇଚ୍ଛା ସେଇଠି ପକାଇ ଦେଉଥିଲେ ପାଉଁଶ appeared first on KNews Odisha.