୩ ଫେବୃଆରୀ ପର୍ଯ୍ୟନ୍ତ ସିସୋଡିଆ-ସଞ୍ଜୟଙ୍କ ବୃଦ୍ଧି ହେଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ,୨୦।୧: ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ୩ ଫେବୃଆରୀ ପର୍ଯ୍ୟନ୍ତ ଏଏପି ଏମ୍‌ପି ସଞ୍ଜୟ ସିଂ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି। ଶନିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଭୟ ହାଜର ହୋଇଥିଲେ। ରୌଜ୍‌ ଏଭେନ୍ୟୁ କୋର୍ଟ ମଧ୍ୟ ସର୍ବେଶ ମିଶ୍ରା ଏବଂ ଅମିତ ଆରୋରାଙ୍କ ଜାମିନ ଉପରେ ନିଷ୍ପତ୍ତି ଜାନୁଆରୀ ୨୪ ପର୍ଯ୍ୟନ୍ତ ସୁରକ୍ଷିତ ରଖିଛନ୍ତି। The post ୩ ଫେବୃଆରୀ ପର୍ଯ୍ୟନ୍ତ ସିସୋଡିଆ-ସଞ୍ଜୟଙ୍କ ବୃଦ୍ଧି ହେଲା ନ୍ୟାୟିକ ହେପାଜତ appeared first on Dharitri Odia News.

୩ ଫେବୃଆରୀ ପର୍ଯ୍ୟନ୍ତ ସିସୋଡିଆ-ସଞ୍ଜୟଙ୍କ ବୃଦ୍ଧି ହେଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ,୨୦।୧: ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ୩ ଫେବୃଆରୀ ପର୍ଯ୍ୟନ୍ତ ଏଏପି ଏମ୍‌ପି ସଞ୍ଜୟ ସିଂ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି। ଶନିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଭୟ ହାଜର ହୋଇଥିଲେ। ରୌଜ୍‌ ଏଭେନ୍ୟୁ କୋର୍ଟ ମଧ୍ୟ ସର୍ବେଶ ମିଶ୍ରା ଏବଂ ଅମିତ ଆରୋରାଙ୍କ ଜାମିନ ଉପରେ ନିଷ୍ପତ୍ତି ଜାନୁଆରୀ ୨୪ ପର୍ଯ୍ୟନ୍ତ ସୁରକ୍ଷିତ ରଖିଛନ୍ତି।

The post ୩ ଫେବୃଆରୀ ପର୍ଯ୍ୟନ୍ତ ସିସୋଡିଆ-ସଞ୍ଜୟଙ୍କ ବୃଦ୍ଧି ହେଲା ନ୍ୟାୟିକ ହେପାଜତ appeared first on Dharitri Odia News.