୬୯୯ଟଙ୍କାରେ ମିଳୁଛି ଜିଓ ଭାରତ ୪ଜି ଫୋନ୍
ମୁମ୍ବାଇ,୨୭।୧୦ (ଅଭୟ ଦାଶ): ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକିି ଏହି ସୀମିତ ସମୟ ଅଫର ମଧ୍ୟରେ ଆଶାୟୀ ଉପଭୋକ୍ତାମାନେ ମାତ୍ର ୬୯୯ ଟଙ୍କା ମୂଲ୍ୟରେ ରିଲାଏନ୍ସର ଜିଓ ଭାରତ ୪ଜି ଫୋନ୍ ନିକଟସ୍ଥ ମୋବାଇଲ ଷ୍ଟୋର ସମେତ ଜିଓମାର୍ଟ କିମ୍ବା ଆମାଜନ୍ ପ୍ଲାଟ୍ଫର୍ମରୁ ଏହି ସୀମିତ ସମୟ ଅଫର ରହିଥିବା ଜିଓ ଭାରତ ଫୋନ୍ କିଣିପାରିବ। ସେହିଭଳି ଚଳିତ ଦୀପାବଳି ଅବସରରେ କମ୍ପାନୀ ଜିଓ ଭାରତ ୪ଜି ଫୋନ୍ ମୂଲ୍ୟରେ […] The post ୬୯୯ଟଙ୍କାରେ ମିଳୁଛି ଜିଓ ଭାରତ ୪ଜି ଫୋନ୍ appeared first on Dharitri Odia News.
ମୁମ୍ବାଇ,୨୭।୧୦ (ଅଭୟ ଦାଶ): ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକିି ଏହି ସୀମିତ ସମୟ ଅଫର ମଧ୍ୟରେ ଆଶାୟୀ ଉପଭୋକ୍ତାମାନେ ମାତ୍ର ୬୯୯ ଟଙ୍କା ମୂଲ୍ୟରେ ରିଲାଏନ୍ସର ଜିଓ ଭାରତ ୪ଜି ଫୋନ୍ ନିକଟସ୍ଥ ମୋବାଇଲ ଷ୍ଟୋର ସମେତ ଜିଓମାର୍ଟ କିମ୍ବା ଆମାଜନ୍ ପ୍ଲାଟ୍ଫର୍ମରୁ ଏହି ସୀମିତ ସମୟ ଅଫର ରହିଥିବା ଜିଓ ଭାରତ ଫୋନ୍ କିଣିପାରିବ। ସେହିଭଳି ଚଳିତ ଦୀପାବଳି ଅବସରରେ କମ୍ପାନୀ ଜିଓ ଭାରତ ୪ଜି ଫୋନ୍ ମୂଲ୍ୟରେ ୩୦% ହ୍ରାସ କରିଛି। ଏହି ସୀମିତ ସମୟ ଅଫର ମଧ୍ୟରେ ୯୯୯ ଟଙ୍କା ମୂଲ୍ୟର ଜିଓ ଭାରତ ୪ଜି ଫୋନ୍ ବର୍ତ୍ତମାନ ବଜାରରେ ୬୯୯ଟଙ୍କାର ସ୍ବତନ୍ତ୍ର ମୂଲ୍ୟରେ ଉପଲବ୍ଧ ହେଉଛି।
The post ୬୯୯ଟଙ୍କାରେ ମିଳୁଛି ଜିଓ ଭାରତ ୪ଜି ଫୋନ୍ appeared first on Dharitri Odia News.