୭୯,୦୦୦ ପାର ସେନସେକ୍ସ; ସର୍ବକାଳୀନ ଉଚ୍ଚ ସ୍ତରର ନିଫ୍ଟି

ମୁମ୍ବାଇ,୨୭।୬: ନିରନ୍ତର ଚତୁର୍ଥ ଦିନ ପାଇଁ ଭାରତୀୟ ଶେୟାର ବଜାରର ଉତ୍ସାହ ଦେଖିବାକୁ ମିଳିଛି। ସେନସେକ୍ସ ପ୍ରଥମ ଥର ପାଇଁ ୭୯,୦୦୦ ପାର କରି ଐତିହାସିକ ସ୍ତରରେ ପହଞ୍ଚିଛି। ସେହିଭଳି ବିଏସଇ ନିଫ୍ଟି ମଧ୍ୟ ୨୩,୯୭୪.୭୦ ପଏଣ୍ଟ ଛୁଇଁଛି। ବ୍ୟାଙ୍କ ନିଫ୍ଟି ପ୍ରଥମ ଥର ପାଇଁ ୫୩,୧୮୦.୭୫ ର ସର୍ବୋଚ୍ଚ ସ୍ତରକୁ ଛୁଇଁଛି ଏବଂ ବଜାରରେ ବ୍ୟାଙ୍କିଙ୍ଗ ଶେୟାର ଉତ୍ସାହ ବଢ଼ିବାରେ ଲାଗିଛି। ଏଥିସହିତ ବିଏସଇର ପୁଞ୍ଜି ପବଜର ୪୩୭.୮୦ ଲକ୍ଷ କୋଟିରେ ପହଞ୍ଚିଛି। ଗୁରୁବାର ୮୪.୪୨ […] The post ୭୯,୦୦୦ ପାର ସେନସେକ୍ସ; ସର୍ବକାଳୀନ ଉଚ୍ଚ ସ୍ତରର ନିଫ୍ଟି appeared first on Dharitri Odia News.

୭୯,୦୦୦ ପାର ସେନସେକ୍ସ; ସର୍ବକାଳୀନ ଉଚ୍ଚ ସ୍ତରର ନିଫ୍ଟି

ମୁମ୍ବାଇ,୨୭।୬: ନିରନ୍ତର ଚତୁର୍ଥ ଦିନ ପାଇଁ ଭାରତୀୟ ଶେୟାର ବଜାରର ଉତ୍ସାହ ଦେଖିବାକୁ ମିଳିଛି। ସେନସେକ୍ସ ପ୍ରଥମ ଥର ପାଇଁ ୭୯,୦୦୦ ପାର କରି ଐତିହାସିକ ସ୍ତରରେ ପହଞ୍ଚିଛି। ସେହିଭଳି ବିଏସଇ ନିଫ୍ଟି ମଧ୍ୟ ୨୩,୯୭୪.୭୦ ପଏଣ୍ଟ ଛୁଇଁଛି।

ବ୍ୟାଙ୍କ ନିଫ୍ଟି ପ୍ରଥମ ଥର ପାଇଁ ୫୩,୧୮୦.୭୫ ର ସର୍ବୋଚ୍ଚ ସ୍ତରକୁ ଛୁଇଁଛି ଏବଂ ବଜାରରେ ବ୍ୟାଙ୍କିଙ୍ଗ ଶେୟାର ଉତ୍ସାହ ବଢ଼ିବାରେ ଲାଗିଛି। ଏଥିସହିତ ବିଏସଇର ପୁଞ୍ଜି ପବଜର ୪୩୭.୮୦ ଲକ୍ଷ କୋଟିରେ ପହଞ୍ଚିଛି।

ଗୁରୁବାର ୮୪.୪୨ ପଏଣ୍ଟ କିମ୍ବା ୦.୧୧ ପ୍ରତିଶତ ବୃଦ୍ଧି ସହିତ ସେନସେକ୍ସ ୭୮,୭୫୮.୬୭ ସ୍ତରରେ ଖୋଲିଥିଲା। ଯେଉଁଠାରେ ନିଫ୍ଟି ୧୨.୭୫ ପଏଣ୍ଟ କିମ୍ବା ୨୩,୮୮୧.୫୫ ସ୍ତରରେ ଖୋଲିଥିଲା। ଘରୋଇ ଶେୟାର ବଜାର ବୃଦ୍ଧିରେ ଆରମ୍ଭ ହୋଇଥିଲା କିନ୍ତୁ ବଜାର ଖୋଲିବା ପରେ ତୁରନ୍ତ ହ୍ରାସ ପାଇଥିଲା।

The post ୭୯,୦୦୦ ପାର ସେନସେକ୍ସ; ସର୍ବକାଳୀନ ଉଚ୍ଚ ସ୍ତରର ନିଫ୍ଟି appeared first on Dharitri Odia News.