୮ଶହ ବର୍ଷ ତଳର ମନ୍ଦିର। ଏବେ ବି ସେହି ସମାନ ସ୍ଥାନ, ସେହି ସମାନ ବ୍ୟବସ୍ଥା

ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଟିଏ କେମିତି କରିବ ଅନାୟସରେ ଦର୍ଶନ ?

୮ଶହ ବର୍ଷ ତଳର ମନ୍ଦିର। ଏବେ ବି ସେହି ସମାନ ସ୍ଥାନ, ସେହି ସମାନ ବ୍ୟବସ୍ଥା

୮ଶହ ବର୍ଷ ତଳର ମନ୍ଦିର। ଏବେ ବି ସେହି ସମାନ ସ୍ଥାନ, ସେହି ସମାନ ବ୍ୟବସ୍ଥା। ହେଲେ ଏପଟେ ଦିନକୁ ଦିନ ବଢ଼ୁଛି ଭକ୍ତଙ୍କ ସଂଖ୍ୟା। ଏପରିସ୍ଥଳେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଟିଏ କେମିତି କରିବ ଅନାୟସରେ ଦର୍ଶନ ? ଏ ସମ୍ପର୍କରେ ଓଟିଭିକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ପୂର୍ବରୁ ସ୍ଥିରିକୃତ କୁଛି ନୂଆ ପ୍ରସ୍ତାବ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି।