୯ଟା ସୁଦ୍ଧା ୭.୬୯% ଭୋଟିଂ, ଜାଣନ୍ତୁ କେଉଁଠି କେତେ ପ୍ରତିଶତ
ଭୁବନେଶ୍ୱର,୧।୬: ରାଜ୍ୟରେ ଆଜି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି। ସକାଳ ୯ଟା ସୁଦ୍ଧା ୭.୬୯% ଭୋଟିଂ ହୋଇଛି। ବାଲେଶ୍ବରରେ ୭.୪୬%, ଭଦ୍ରକରେ ୭.୭୯%, ଯାଜପୁରରେ ୭.୭୪%, ଜଗତସିଂହପୁରରେ ୮.୫୪% ଓ କେନ୍ଦ୍ରାପଡ଼ାରେ ୭.୨୭% ଭୋଟିଂ ହୋଇଥିବା ସୂଚନା ମିଳିଛି। The post ୯ଟା ସୁଦ୍ଧା ୭.୬୯% ଭୋଟିଂ, ଜାଣନ୍ତୁ କେଉଁଠି କେତେ ପ୍ରତିଶତ appeared first on Dharitri Odia News.
ଭୁବନେଶ୍ୱର,୧।୬: ରାଜ୍ୟରେ ଆଜି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି। ସକାଳ ୯ଟା ସୁଦ୍ଧା ୭.୬୯% ଭୋଟିଂ ହୋଇଛି। ବାଲେଶ୍ବରରେ ୭.୪୬%, ଭଦ୍ରକରେ ୭.୭୯%, ଯାଜପୁରରେ ୭.୭୪%, ଜଗତସିଂହପୁରରେ ୮.୫୪% ଓ କେନ୍ଦ୍ରାପଡ଼ାରେ ୭.୨୭% ଭୋଟିଂ ହୋଇଥିବା ସୂଚନା ମିଳିଛି।
The post ୯ଟା ସୁଦ୍ଧା ୭.୬୯% ଭୋଟିଂ, ଜାଣନ୍ତୁ କେଉଁଠି କେତେ ପ୍ରତିଶତ appeared first on Dharitri Odia News.