ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ

କଳାହାଣ୍ଡି(କେନ୍ୟୁଜ) : ଦୁଇ ନାବାଳକଙ୍କ ସଲିଳ ସମାଧି । ପୋଖରୀରେ ବୁଡି ଗଲା ଦୁଇ ଜଣଙ୍କ ଜୀବନ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ଗାଁରେ ଅଘଟଣ ଘଟିଛି। ମୃତକ ହେଲେ ଆସମାନ ନାଏକ ଓ ସାନ୍ତନୁ ନାଏକ। ଦୁଇଜଣ ପୋଖରୀରେ ଗାଧୋଉଥିବାବେଳେ ବୁଡିଯାଇଥିଲେ। ଅଗ୍ନିଶମବାହିନୀ ପହଂଚି ମୃତଦେହ ଉଦ୍ଧାର କରିଛନ୍ତି। The post ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ appeared first on KNews Odisha.

ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ
death

କଳାହାଣ୍ଡି(କେନ୍ୟୁଜ) : ଦୁଇ ନାବାଳକଙ୍କ ସଲିଳ ସମାଧି । ପୋଖରୀରେ ବୁଡି ଗଲା ଦୁଇ ଜଣଙ୍କ ଜୀବନ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ଗାଁରେ ଅଘଟଣ ଘଟିଛି। ମୃତକ ହେଲେ ଆସମାନ ନାଏକ ଓ ସାନ୍ତନୁ ନାଏକ। ଦୁଇଜଣ ପୋଖରୀରେ ଗାଧୋଉଥିବାବେଳେ ବୁଡିଯାଇଥିଲେ। ଅଗ୍ନିଶମବାହିନୀ ପହଂଚି ମୃତଦେହ ଉଦ୍ଧାର କରିଛନ୍ତି।

The post ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ appeared first on KNews Odisha.