Accident: ଦର୍ଶନ ସାରି ଫେରୁଥିଲେ, ସାମନାରୁ ଆସି ପିଟିଦେଲା ଟ୍ରକ, ତା ପରେ…

ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି । ଠାକୁରଙ୍କ ଦର୍ଶନ ସାରି ଫେରିବା ବେଳେ ଘଟିଛି ଦୁର୍ଘଟଣା । କେହି କିଛି ବୁଝିବା ଆଗରୁ ଉଡିଯାଇଥିଲା ପ୍ରାଣବାୟୁ । ଏବେ ପୋଲିସ ଖୋଜୁଛି ସେଇ ଟ୍ରକକୁ...

Accident: ଦର୍ଶନ ସାରି ଫେରୁଥିଲେ, ସାମନାରୁ ଆସି ପିଟିଦେଲା ଟ୍ରକ, ତା ପରେ…
Array