AIIMS Balasore: ଓପିଡିରେ ଅଟକିଛି ବାଲେଶ୍ବର ଏମ୍ସ: ଅଢେଇ ବର୍ଷ ପରେ ବି ଖୋଲୁନି ଇନଡୋର ଡିପାର୍ଟମେଣ୍ଟ
୨୦୨୨ରେ ବାଲେଶ୍ବର ବମପଦାରେ ଶୁଭାରମ୍ଭ ହୋଇଥିଲା ବହୁପ୍ରତିକ୍ଷୀତ ୧୦୦ ଶଯ୍ୟା ବିଶିଷ୍ଟ ଏମ୍ସ ସାଟେଲାଇଟ୍ ସେଣ୍ଟର । ହେଲେ ସେବେଠୁ ଓପିଡି ଛଡ଼ା ରୋଗୀଙ୍କୁ ଆଉ କୌଣସି ସୁବିଧା ମିଳୁନି । ତା ପୁଣି ସପ୍ତାହରେ ମାତ୍ର ଦୁଇଦିନ ।