Bangladesh Ex President Fled Away: ହସିନାଙ୍କ ପରେ ହମିଦ, ବାଂଲାଦେଶ ଛାଡିଲେ ପୂର୍ବତନ ରାଷ୍ଟ୍ରପତି
ରାତି ଅଧରେ କାହିଁକି ବାଂଲାଦେଶ ଛାଡି ଚାଲିଗଲେ ପୂର୍ବତନ ରାଷ୍ଟ୍ରପତି? ଲୁଙ୍ଗି ପିନ୍ଧିଥିବା ଅବସ୍ଥାରେ ହ୍ୱିଲ ଚେୟାରରେ ନଜର ଆସିଲେ ଅବଦୁଲ ହମିଦ । ପୂର୍ବତନ ରାଷ୍ଟ୍ରପତିଙ୍କ ଏଭଳି ତରବରିଆ ଭାବେ ବିଦେଶ ଗସ୍ତକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।