Bengaluru Tragedy: ଉତ୍ସବ ବଦଳରେ ଦୁଃଖରେ ବୁଡ଼ିଛି ବେଙ୍ଗାଲୁରୁ
IPL ଚାମ୍ପିଅନ୍ସ RCB ବିଜୟ ଉତ୍ସବ ପାଳନ ଅବସରରେ ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ ପରିସରରେ ଦଳାଚକଟାରେ ୧୧ ଜଣଙ୍କ ଜୀବନ ଯାଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ RCB ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। କର୍ଣ୍ଣାଟକରେ ଦେଖା ଦେଇଛି ରାଜନୈତିକ ବିବାଦ।