Boycott of Turkey and Azerbaijan: ତୁର୍କୀ ପରେ ଆଜରବୈଜାନ, ଭିସା କ୍ୟାନସଲ କରୁଛନ୍ତି ଭାରତୀୟ ପର୍ଯ୍ୟଟକ

ଭିସା ପ୍ରସେସିଙ୍ଗ ପ୍ଲାଟଫର୍ମ ଆଟଲିସ ପକ୍ଷରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ନିକଟରେ ପ୍ରକାଶିତ ତଥ୍ୟ ଅନୁସାରେ ଆଜରବୈଜାନକୁ ଯିବା ପାଇଁ ହେଉଥିବା ଭିସା ଆପ୍ଲିକେସନ ଇତି ମଧ୍ୟରେ ପ୍ରାୟ ୪୨ ପ୍ରତିଶତ ହ୍ରାସ ପାଇଛି। ସମାନ ଭାବେ ତୁର୍କୀ ପୂର୍ବରୁ ଏହି ଅବସ୍ଥା ଭୋଗୁଛି।

Boycott of Turkey and Azerbaijan: ତୁର୍କୀ ପରେ ଆଜରବୈଜାନ, ଭିସା କ୍ୟାନସଲ କରୁଛନ୍ତି ଭାରତୀୟ ପର୍ଯ୍ୟଟକ
Array