Boycott Turkey: ଭାରତ ସହ ବେଇମାନୀ କରିବାରୁ ‘ବୟକଟ୍ ତୁର୍କୀ’ ଅଭିଯାନ ଜୋର୍, ଆମଦାନୀ ବନ୍ଦ କଲେ ବ୍ୟବସାୟୀ
ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ଭାରତ ସହ ବେଇମାନୀ କରି ଭାରତୀୟଙ୍କ ଆକ୍ରୋଶରେ ତୁର୍କୀ । ଶତ୍ରୁଦେଶକୁ ସହାୟତା, ଆଉ ଅସମୟରେ ସାହାଯ୍ୟ ପାଇ ଭୁଲି ଯାଇଥିବା ତୁର୍କୀକୁ ଭାରତର କଡ଼ା ଜବାବ ।