Captain Cool: ଧୋନୀଙ୍କୁ ଝଟକା, କାଠଗଡ଼ାକୁ ଟାଣିଲେ ଓକିଲ

ଆବେଦନକାରୀଙ୍କ ପକ୍ଷରୁ ଆହୁରି ମଧ୍ୟ ଯୁକ୍ତି କରାଯାଇଛି କି, ରାହୁଲ ଦ୍ରାବିଡଙ୍କୁ ’ଦ ୱାଲ’, ସଚିନ ତେନ୍ଦୁଲକରଙ୍କୁ ’ଗଡ ଅଫ କ୍ରିକେଟ’ ଭାବେ ସମ୍ବୋଧନ କରାଯାଏ। ଧୋନୀଙ୍କ ଆବେଦନ ଟ୍ରେଡମାର୍କ ଆକ୍ଟ ୧୯୯୯ର ଧାରା ୨୧କୁ ଉଲ୍ଲଂଘନ କରୁଛି।

Captain Cool: ଧୋନୀଙ୍କୁ ଝଟକା, କାଠଗଡ଼ାକୁ ଟାଣିଲେ ଓକିଲ
Array