Controversy Over Sasmit Patra's Post: ସସ୍ମିତଙ୍କ ବିରୋଧରେ ବିଜେଡିରେ କୁହୁଳିଲା ଅସନ୍ତୋଷ; ସୁପ୍ରିମୋଙ୍କୁ ଚିଠି ଲେଖିଲେ ପ୍ରଫୁଲ୍ଲ...
ପ୍ରଫୁଲ୍ଲ ଲେଖିଛନ୍ତି, ଗତକାଲି ରାଜ୍ୟସଭାରେ ୱାକ୍ଫ ସଂଶୋଧନ ବିଲ୍ ଗୃହିତ ହେବା ସମୟରେ ସସ୍ମିତ ପାତ୍ର ତାଙ୍କ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମରେ ଦେଇଥିବା ମତ ଅତ୍ୟନ୍ତ ଦୁର୍ଭାଗ୍ୟଜନକ।