Donald Trump: ଟ୍ରମ୍ପଙ୍କ ନିଦ ହଜେଇ ଦେଲାଣି ଭାରତ, ଏଇଥିପାଇଁ ଜଳୁଛନ୍ତି
ଗତ କିଛି ବର୍ଷରେ ଭାରତ ବିଶ୍ୱର ଅନେକ ଦେଶରୁ ଅସ୍ତ୍ରଶସ୍ତ୍ର କ୍ରୟରେ ହ୍ରାସ କରିଛି। ଋଷ୍ ଠାରୁ ଭାରତ ସବୁଠାରୁ ଅଧିକ ଅସ୍ତ୍ର କିଣୁଛି, କିନ୍ତୁ ଏହା ମଧ୍ୟ କମିଗଲାଣି । ଏହା ସହିତ ଭାରତ ଏବେ ଆମେରିକାଠାରୁ ଆଉ ଅସ୍ତ୍ର କିଣୁନାହିଁ। ଏହାର କାରଣ ହେଉଛି ଭାରତ ନିଜେ ଅସ୍ତ୍ର ନିର୍ମାଣ କରୁଛି ଏବଂ ମେଡ୍ ଇନ୍ ଇଣ୍ଡିଆ ମିସାଇଲରୁ ଆରମ୍ଭ କରି ଫାଇଟର ଜେଟ୍ ତିଆରି କରୁଛି।