Free Healthcare for Senior Citizens: ବୟୋ ବନ୍ଦନା କାର୍ଡ; ହିତାଧିକାରୀଙ୍କ ଉତ୍କଣ୍ଠା, କେମିତି କରିବେ ଆବେଦନ ? ଜାଣନ୍ତୁ...
ମିଳିବ ବୟୋବନ୍ଦନା କାର୍ଡ। ଗତ ୧୧ ତାରିଖରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘୋଷଣା ପରଠୁ ଭାରି ଖୁସି ବୟୋଜ୍ୟଷ୍ଠ ହିତାଧିକାରୀ।