NDA ସଂସଦୀୟ ଦଳ ମିଟିଂରେ ଓଡ଼ିଶାକୁ ମୋଦିଙ୍କ ଫୋକସ୍

ନାଁ ଆମେ ହାରିଥିଲୁ ନା ହାରିବୁ, ଏନଡିଏ ଥିଲା ଓ ରହିବ। ଆଜି ନୂଆଦିଲ୍ଲୀର ସମ୍ବିଧାନସଦନରେ ଅନୁଷ୍ଠିତ ଏନଡିଏର ସଂସଦୀୟ ଦଳ ବୈଠକରେ ଏନଡିଏର ନେତା ନିର୍ବାଚିତ ହେବା ପରେ ଏଭଳି କହିଛନ୍ତି ମୋଦି। ତାସହ ଏଠି ବି ଓଡ଼ିଶାକୁ ଫୋକସ୍ କରି କହିଛନ୍ତି ଭାରତର ବିକାଶ ଯାତ୍ରାରେ ଓଡ଼ିଶା ହେବ ଇଞ୍ଜିନ।