PF Withdrawals Via ATM: EPFO ଗ୍ରାହକଙ୍କ ପାଇଁ ଖୁସି ଖବର; ATMରୁ ଉଠାଇପାରିବେ PF ଟଙ୍କା , ଜାଣନ୍ତୁ କେମିତି...

ଇପିଏଫଓ ହିତାଧିକାରୀଙ୍କ ପାଇଁ ଆସିଲା ବଡ ଖବର । ଏଣିକି ସହଜରେ ଉଠାଇ ପାରିବେ ଟଙ୍କା। ସରଳ ହେବ ବ୍ୟବସ୍ଥା। ଏଥି ପାଇଁ ଶ୍ରମ ମନ୍ତ୍ରଣାଳୟ କରୁଛି ବଡ଼ ଯୋଜନା। 

PF Withdrawals Via ATM: EPFO ଗ୍ରାହକଙ୍କ ପାଇଁ ଖୁସି ଖବର; ATMରୁ ଉଠାଇପାରିବେ PF ଟଙ୍କା , ଜାଣନ୍ତୁ କେମିତି...
Array