Sabyasachi Mohapatra: ବିଦେଶ ମାଟିରେ ପୁରସ୍କୃତ ହେଲେ ଓଡ଼ିଆ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର

ଓଡ଼ିଆ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କୁ ମିଳିଛି ‘ସିଙ୍ଗାପୁର ଫିଲ୍ମ ଆୱାର୍ଡ ୨୦୨୫’। ୨୭ ଅଗଷ୍ଟ ୧୯୫୦ରେ ସୁବର୍ଣ୍ଣପୁରରେ ଜନ୍ମିତ ସବ୍ୟସାଚୀ ଓଡ଼ିଆ ଶିଳ୍ପକୁ ଦେଇଛନ୍ତି ଅନେକ ଫିଲ୍ମ।

Sabyasachi Mohapatra: ବିଦେଶ ମାଟିରେ ପୁରସ୍କୃତ ହେଲେ ଓଡ଼ିଆ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର
Array