Sai Sudarshan to Return Team India : ଟିମ୍ ଇଣ୍ଡିଆରେ ପୁଣି ସୁଯୋଗ ପାଇବେ କି ସାଇ ସୁଦର୍ଶନ ?

ଯୁବ କ୍ରିକେଟ୍ ତାରକା ଭାରଦ୍ୱାଜ ସାଇ ସୁଦର୍ଶନଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଆଇପିଏଲ୍‌ରେ ସେ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଥିବା ବେଳେ ଚଳିତ ସିଜନ୍‌ରେ ତିନି ମ୍ୟାଚ୍‌ରେ ସଂଗ୍ରହ କରିଛନ୍ତି ୧୮୬ ରନ୍ । ଏଭଳି ପ୍ରଦର୍ଶନ ବଜାୟ ରଖିଲେ, ଆଗାମୀ ଦିନରେ ଭାରତୀୟ ହ୍ୱାଇଟ୍‌-ବଲ୍ ଟିମ୍‌ରେ ପୁଣି ସୁଯୋଗ ପାଇପାରନ୍ତି ଏହି ବାମହାତି ବ୍ୟାଟର୍ ।

Sai Sudarshan to Return Team India : ଟିମ୍ ଇଣ୍ଡିଆରେ ପୁଣି ସୁଯୋଗ ପାଇବେ କି ସାଇ ସୁଦର୍ଶନ ?
Array