Sea Engulfing Villages: ସମୁଦ୍ର ଆଁରେ ହଜିଯିବ କି ଗାଁ ! ବସତିକୁ ଗିଳିଦେବନି ତ ସର୍ବଗ୍ରାସୀ ସମୁଦ୍ର ?
ବିପଦ ମୁହଁରେ ଠିଆ ହୋଇଛି ବାଲେଶ୍ୱର ସଦର ବ୍ଲକର ୪ଟି ଗାଁ। ଜୁଆର ମାଡ଼ରେ ଉଚ୍ଚ ବାଲି ବନ୍ଧ, ଝାଉଁ ଜଙ୍ଗଲ ଧୋଇ ଯାଉଛି। ଏମିତି ଯଦି କୂଳ ଖାଇବ, ଯେ କୌଣସି ସମୟରେ ସମୁଦ୍ର ଆଁରେ ଚାଲି ଯାଇପାରେ ବାସ ଓ ବସତି।