Shoaib Malik Video: କେବଳ ୫ ନୁହନ୍ତି ୫୦୦ ଝିଅ ଅଛନ୍ତି…ସାନିଆଙ୍କଠାରୁ ଅଲଗା ହେବା ପରେ ଶୋଏବଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୩୦।୧: ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ନିଜ ବୋଲିଂ ନଚେତ ବ୍ୟାଟିଂକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ କିନ୍ତୁ ପରିସ୍ଥିତି ବଦଳିଛି। କ୍ରିକେଟ ନୁହେଁ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ସେ ଖବର ଶିରୋନାମାରେ ଅଛନ୍ତି। ନିକଟରେ ସେ ସାନିଆ ମିର୍ଜାଙ୍କୁ ଛାଡ଼ପତ୍ର ଦେଇ ତୃତୀୟ ବିବାହ କରିଛନ୍ତି। ଏହା ଜଣାପଡ଼ିବା ପରେ ତାଙ୍କର କିଛି ପୁରୁଣା ଭିଡିଓ ଭାଇରାଲ ହେଉଛି। ଏବେ ସେଭଳି ଏକ ଭିଡିଓ ଆଲୋଚନାର ବିଷୟ ପାଲଟିଛି। ଶୋଏବଙ୍କ ଭିଡିଓଟି ଏକ ଟକ୍‌ […] The post Shoaib Malik Video: କେବଳ ୫ ନୁହନ୍ତି ୫୦୦ ଝିଅ ଅଛନ୍ତି…ସାନିଆଙ୍କଠାରୁ ଅଲଗା ହେବା ପରେ ଶୋଏବଙ୍କ ଭିଡିଓ ଭାଇରାଲ appeared first on Dharitri Odia News.

Shoaib Malik Video: କେବଳ ୫ ନୁହନ୍ତି ୫୦୦ ଝିଅ ଅଛନ୍ତି…ସାନିଆଙ୍କଠାରୁ ଅଲଗା ହେବା ପରେ ଶୋଏବଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୩୦।୧: ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ନିଜ ବୋଲିଂ ନଚେତ ବ୍ୟାଟିଂକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ କିନ୍ତୁ ପରିସ୍ଥିତି ବଦଳିଛି। କ୍ରିକେଟ ନୁହେଁ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ସେ ଖବର ଶିରୋନାମାରେ ଅଛନ୍ତି। ନିକଟରେ ସେ ସାନିଆ ମିର୍ଜାଙ୍କୁ ଛାଡ଼ପତ୍ର ଦେଇ ତୃତୀୟ ବିବାହ କରିଛନ୍ତି। ଏହା ଜଣାପଡ଼ିବା ପରେ ତାଙ୍କର କିଛି ପୁରୁଣା ଭିଡିଓ ଭାଇରାଲ ହେଉଛି। ଏବେ ସେଭଳି ଏକ ଭିଡିଓ ଆଲୋଚନାର ବିଷୟ ପାଲଟିଛି।

ଶୋଏବଙ୍କ ଭିଡିଓଟି ଏକ ଟକ୍‌ ଶୋ’ର। ଏଥିରେ ଶୋଏବ ଅଖତର ତାଙ୍କୁ କିଛି ପ୍ରଶ୍ନ ପଚାରୁଛନ୍ତି। ଯେମିତିକି ତୁମର ପ୍ରିୟ ୫ ଯୁବତୀ କିଏ? ଏଥିରେ ଶୋଏବ କହୁଛନ୍ତି- ୫ ନୁହେଁ ୫୦୦ ଝିଅ ଅଛନ୍ତି। ଯଦି ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ନାମ କହିବି ତେବେ ବାକି ଖରାପ ଭାବିବେ। ଏପରିକି ସେ ପୁଅଙ୍କଠାରୁ ଅଧିକ ଝିଅଙ୍କ ସହ ବନ୍ଧୁତା କରିବାକୁ ପସନ୍ଦ କରନ୍ତି ବୋଲି କହିଛନ୍ତି।

 

View this post on Instagram

 

A post shared by Bleed Green                                                                                         <div class= Read More