Terror Attack in Pahalgam : ସାମ୍ନାକୁ ଆସିଲା ପହଲଗାମ୍ ନରସଂହାରର ନୃଶଂସ ଚିତ୍ର

ପହଲଗାମର ବୈସରନ୍ ଘାଟିରେ ରକ୍ତର ହୋଲି ଖେଳିଥିଲେ ଆତଙ୍କୀ । ହମଲାର ଦୁଇ ଦିନ ପରେ ଘଟଣାସ୍ଥଳରେ ପଡିଛି ପର୍ଯ୍ୟଟକଙ୍କ ଚପଲ ।

Terror Attack in Pahalgam : ସାମ୍ନାକୁ ଆସିଲା ପହଲଗାମ୍ ନରସଂହାରର ନୃଶଂସ ଚିତ୍ର
Array