Video: ଢୋଲର ତାଳେତାଳେ କୁକୁର ଗାଉଛି ଗୀତ, ସ୍ବର ସାଙ୍ଗକୁ ଲୟ ଦେଖିଲେ ହେବେ ଚକିତ

ଆଜିକାଲି ସମୟରେ ସୋସିଆଲ ମିଡିଆ ମନୋରଞ୍ଜନର ପ୍ରମୁଖ ମାଧ୍ୟମ ପାଲଟିଛି। ପ୍ରତ୍ୟେହ ଇଣ୍ଟରନେଟରେ ମଜାଦାର ନଚେତ ଚକିତ କଲାଭଳି ଭିଡିଓ ଭାଇରାଲ ହେଉଛି। ଏହି କ୍ରମରେ ଏବେ ଏକ କୁକୁର ଚର୍ଚ୍ଚାରେ ରହିଛି। ଭାବୁଥିବେ କେଉଁଥିଲାଗି। ତେବେ କୁକୁରଟି ଗୀତ ଗାଉଥିବା ଦେଖାଯାଉଛି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ମାଲିକ ଢ଼ୋଲ ବଜାଉଥିବା ବେଳେ କୁକୁରଟି ଗୀତ ଗାଉଛି। ସେ ବି ପୁରା ସ୍ବରରେ। ଏହାକୁ ଦେଖି ଅନେକ ଚକିତ ହେଉଛନ୍ତି। ହେଲେ ପରେ ଯେତେବେଳେ […] The post Video: ଢୋଲର ତାଳେତାଳେ କୁକୁର ଗାଉଛି ଗୀତ, ସ୍ବର ସାଙ୍ଗକୁ ଲୟ ଦେଖିଲେ ହେବେ ଚକିତ appeared first on Dharitri Odia News.

Video: ଢୋଲର ତାଳେତାଳେ କୁକୁର ଗାଉଛି ଗୀତ, ସ୍ବର ସାଙ୍ଗକୁ ଲୟ ଦେଖିଲେ ହେବେ ଚକିତ

ଆଜିକାଲି ସମୟରେ ସୋସିଆଲ ମିଡିଆ ମନୋରଞ୍ଜନର ପ୍ରମୁଖ ମାଧ୍ୟମ ପାଲଟିଛି। ପ୍ରତ୍ୟେହ ଇଣ୍ଟରନେଟରେ ମଜାଦାର ନଚେତ ଚକିତ କଲାଭଳି ଭିଡିଓ ଭାଇରାଲ ହେଉଛି। ଏହି କ୍ରମରେ ଏବେ ଏକ କୁକୁର ଚର୍ଚ୍ଚାରେ ରହିଛି। ଭାବୁଥିବେ କେଉଁଥିଲାଗି। ତେବେ କୁକୁରଟି ଗୀତ ଗାଉଥିବା ଦେଖାଯାଉଛି।

ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ମାଲିକ ଢ଼ୋଲ ବଜାଉଥିବା ବେଳେ କୁକୁରଟି ଗୀତ ଗାଉଛି। ସେ ବି ପୁରା ସ୍ବରରେ। ଏହାକୁ ଦେଖି ଅନେକ ଚକିତ ହେଉଛନ୍ତି। ହେଲେ ପରେ ଯେତେବେଳେ କୁକୁରଟି ଭୁକୁଛି ସେତେବେଳେ ବେଶ ମଜା ଲାଗୁଛି।

ଗୀତ ଗାଉଥିବା କୁକୁରର ଭିଡିଓକୁ ଏଯାବତ ୧ କୋଟିରୁ ଅଧିକ ଲୋକ ଦେଖି ସାରିଛନ୍ତି। ଏଥିରେ ଭଳିକି ଭଳି ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଆପଣ ବି ଦେଖନ୍ତୁ ଭିଡିଓ:

The post Video: ଢୋଲର ତାଳେତାଳେ କୁକୁର ଗାଉଛି ଗୀତ, ସ୍ବର ସାଙ୍ଗକୁ ଲୟ ଦେଖିଲେ ହେବେ ଚକିତ appeared first on Dharitri Odia News.