Water Crisis: ପାଣି ପାଇଁ ଲୋକେ ଅଭିଯୋଗ କଲେ...ଯନ୍ତ୍ରୀଙ୍କୁ ଡାକି ସିଧା ସିଧା ଟ୍ୟୁସନ୍ କଲେ ମନ୍ତ୍ରୀ....
ଦୀର୍ଘ ଦିନରୁ ସଇଁନ୍ତଲାର ପାଣି ସମସ୍ୟାକୁ ନେଇ, ମନ୍ତ୍ରୀଙ୍କ ଆଗରେ ସବୁ କହିଲେ ସ୍ଥାନୀୟ ସରପଂଚ ସୁବ୍ରତ ନାଗ । ପରେ ପରେ ଅନ ଦି ସ୍ପଟ, ଅଧିକାରୀଙ୍କୁ ଡାକି ତାଗିଦ କରିଥିଲେ ମନ୍ତ୍ରୀ ରବି ନାରାୟଣ ନାଏକ ।