ଅକ୍ଷୟ ତୃତୀୟା ଉପଲକ୍ଷେ ସ୍ମାଇଲ ଗୋଲ୍ଡର ବମ୍ପର ଅଫର, ଆକର୍ଷଣୀୟ ରିହାତି ଘୋଷଣା

ଭୁବନେଶ୍ୱର,୯।୫: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱରର ଶହୀଦନଗରସ୍ଥିତ ସ୍ମାଇଲ ଗୋଲ୍ଡ ଜୁଏଲର୍ସ ପକ୍ଷରୁ ‘ବମ୍ପର ଅଫର’ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ସ୍ମାଇଲ ଗୋଲ୍ଡ ପକ୍ଷରୁ ଏହି ଆକର୍ଷଣୀୟ ଅଫର ଓ ରିହାତିର ଶୁଭାରମ୍ଭ କରାଯାଇଛି। ଏପରିକି ସୁନା ଗହଣାର ଗଢ଼ା ମଜୁରି ଉପରେ ୪୯୯ ଟଙ୍କା, ରୁପା ଗହଣା ଉପରେ ୫୦% ଏବଂ ହୀରା ଗହଣାରେ ୨୫% ପର୍ଯ୍ୟନ୍ତ ରିହାତି ଘୋଷଣା କରାଯାଇଛି। ଏହା ସହ ବ୍ରାଣ୍ଡେଡ୍‌ […] The post ଅକ୍ଷୟ ତୃତୀୟା ଉପଲକ୍ଷେ ସ୍ମାଇଲ ଗୋଲ୍ଡର ବମ୍ପର ଅଫର, ଆକର୍ଷଣୀୟ ରିହାତି ଘୋଷଣା appeared first on Dharitri Odia News.

ଅକ୍ଷୟ ତୃତୀୟା ଉପଲକ୍ଷେ ସ୍ମାଇଲ ଗୋଲ୍ଡର ବମ୍ପର ଅଫର, ଆକର୍ଷଣୀୟ ରିହାତି ଘୋଷଣା

ଭୁବନେଶ୍ୱର,୯।୫: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱରର ଶହୀଦନଗରସ୍ଥିତ ସ୍ମାଇଲ ଗୋଲ୍ଡ ଜୁଏଲର୍ସ ପକ୍ଷରୁ ‘ବମ୍ପର ଅଫର’ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ସ୍ମାଇଲ ଗୋଲ୍ଡ ପକ୍ଷରୁ ଏହି ଆକର୍ଷଣୀୟ ଅଫର ଓ ରିହାତିର ଶୁଭାରମ୍ଭ କରାଯାଇଛି। ଏପରିକି ସୁନା ଗହଣାର ଗଢ଼ା ମଜୁରି ଉପରେ ୪୯୯ ଟଙ୍କା, ରୁପା ଗହଣା ଉପରେ ୫୦% ଏବଂ ହୀରା ଗହଣାରେ ୨୫% ପର୍ଯ୍ୟନ୍ତ ରିହାତି ଘୋଷଣା କରାଯାଇଛି। ଏହା ସହ ବ୍ରାଣ୍ଡେଡ୍‌ ହାତଘଣ୍ଟା ଏବଂ ଫ୍ରେମ୍‌ ଆଇଟମ୍‌ ଉପରେ ୨୫% ଲେଖାଏ ରିହାତି ପ୍ରଦାନ କରାଯାଉଛି। ସେହିପରି ଗ୍ରାହକମାନେ ଲକି ଡ୍ର’ରେ ଭାଗ ନେଇ ପ୍ରଥମ ପୁରସ୍କାର ସ୍ବରୂପ ଟିଭିଏସ୍‌ ଜୁପିଟର ସ୍କୁଟି, ଦ୍ୱିତୀୟ ପୁରସ୍କାର ସ୍ବରୂପ ୩୦ ହଜାର ଟଙ୍କାର ହୀରା ମୁଦି, ତୃତୀୟ ପୁରସ୍କାର ସ୍ବରୂପ ମିକ୍ସର ଗ୍ରାଇଣ୍ଡର ଏବଂ ଚତୁର୍ଥ ପୁରସ୍କାର ସ୍ବରୂପ ହାତଘଣ୍ଟା ଜିତିପାରିବେ ବୋଲି ସ୍ମାଇଲ ଗୋଲ୍ଡ ଜୁଏଲର୍ସର ଏମ୍‌ଡି ବାବୁରାମ ସ୍ବାଇଁ କହିଛନ୍ତି। ଅପରପକ୍ଷରେ ଗ୍ରାହକଙ୍କୁ ଅତିକମ୍‌ରେ ୨୦ହଜାର ଟଙ୍କାର କ୍ରୟକରି କୁପନ ହାସଲ କରିବାକୁ ପଡ଼ିବ ।

The post ଅକ୍ଷୟ ତୃତୀୟା ଉପଲକ୍ଷେ ସ୍ମାଇଲ ଗୋଲ୍ଡର ବମ୍ପର ଅଫର, ଆକର୍ଷଣୀୟ ରିହାତି ଘୋଷଣା appeared first on Dharitri Odia News.