ଅପରେସନ୍ ସିନ୍ଦୂର ବାଉଳା ହୋଇଯାଇଥିଲା ପାକିସ୍ତାନ
ଭାରତର ଅପରେସନ୍ ସିନ୍ଦୂର ବାଉଳା ହୋଇଯାଇଥିଲା ପାକିସ୍ତାନ। କ’ଣ କରିବ କିଛି ବୁଝି ପାରୁନଥିଲା। ମେ’ ୮ ତାରିଖ। ବିଳମ୍ବିତ ରାତି। ସ୍ୱର୍ଣ୍ଣ ମନ୍ଦିର ଓ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନକୁ ଟାର୍ଗେଟ କରି ଡ୍ରୋନ୍ ଓ ମିସାଇଲ୍ ମାଡ଼ କରିଥିଲା ପାକ୍। ହେଲେ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା କବଚ ପାଲଟି ଦେଇଥିଲା ଏହାକୁ ସୁରକ୍ଷା ।